ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ

ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ [caption id="attachment_3873" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମହାନଦୀରେ ଖସିଆସିଥିବା କୁମ୍ଭୀରକୁ ଚୌଦ୍ୱାର ନୂଆପାଟଣା ନିକଟରେ ଧରି ପୁଣି ଛାଡ଼ିଦିଆଯିବା ଯୋଗୁଁ ଉକ୍ତ କୁମ୍ଭୀରଟି ମହାନଦୀର ବିଭିନ୍ନ ସ୍ଥାନରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି…

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ ପୁରୀ (ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ସମ୍ପର୍କୀତ ସୂଚୀ ଆସିଛି । ରାଷ୍ଟ୍ରପତି ପୂର୍ବରୁ ୨ଥର ଶ୍ରୀକ୍ଷେତ୍ର…

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର ଅନୁଗୁଳ(ଏନ୍‌.ଏମ୍‌.): ଆଠମଲ୍ଲିକ ବ୍ଲକ କନ୍ତପଡ଼ା ସେବା ସମବାୟ ସମିତି ସମ୍ପାଦକ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହି ସରକାରୀ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି । ଜଣେ ସରକାରୀ କର୍ମଚାରୀ…

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ [caption id="attachment_3863" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମାନବିକତା ଦେଖାଇ ଉଦାହରଣ ସୃଷ୍ଟି କଲେ ସାମାଜିକ କଟକ ମହାନଗର ନିଗମ ୫୬ ନମ୍ବର ୱର୍ଡ଼ ବାଲିକୁଦା ଗ୍ରାମର ସାମାଜୀକ କର୍ମୀ, ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ସୁକାନ୍ତ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସୁରୁଖୁରୁରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଆରମ୍ଭରୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି…

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର ଭୁବନେଶ୍ୱର (ଏନ୍‌.ଏମ୍‌.): ଆଗାମୀ ପୌର ନିର୍ବାଚନ ବାଲାଟ ପେପରରେ ନହୋଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)ରେ ହେବ । ଏ ନେଇ ଆଜି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।…

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି! ପୁରୀ (ଏନ୍‌.ଏମ୍‌.): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ପୁରୀ ଶ୍ରୀମନ୍ଦିରକୁ ଆସିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସି ୨୦ ତାରିଖରେ ଫେରିଯିବେ…

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର । ଦୁର୍ନୀତିକୁ ଆଦୌ ପ୍ରଶୟ ଦେଉନଥିବା ନବୀନ ସରକାର ପୁଣି ବିଭିନ୍ନ ବିଭାଗରେ ନିଯୁକ୍ତଥିବା୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ…

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ [caption id="attachment_3844" align="alignnone" width="185"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌): କୁହା ଯାଉଛି ରକ୍ତଦାନ ଜୀବନ ଦାନ । ଏହି ନ୍ୟାୟରେ ରାଜ୍ୟରେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥାନ୍ତି ।…

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି [caption id="attachment_3841" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଦୋଳମୁଣ୍ଡାଇ ଛକ ପ୍ରଭୁ ଜଗନ୍ନାଥଙ୍କ…

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି [caption id="attachment_3837" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ନରସିଂହପୁର(ଏନ୍‌.ଏମ୍‌.): ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି…

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର [caption id="attachment_3834" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି ପାଶ୍ୱର୍ ବିରୂପା ବ୍ରିଜ ତଳୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଖବର ପାଇ ଜଗତପୁର…