ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ
ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ଅଧିନରେ ରହିଥିବା ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁଜନତା ଦଳର କର୍ମୀଙ୍କ ମଧ୍ୟରେ ବିବାଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ।…












