୩୮ ଆଇଏଏସ୍ ଅଫିସରଙ୍କ ବଦଳି: ବଦଳିଲେ ୧୭ଜିଲ୍ଲାର ଜିଲ୍ଲାପାଳ
୩୮ ଆଇଏଏସ୍ ଅଫିସରଙ୍କ ବଦଳି: ବଦଳିଲେ ୧୭ଜିଲ୍ଲାର ଜିଲ୍ଲାପାଳ #ଭୁବନେଶ୍ୱର(ଏନ୍.ଏମ୍.): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ…












