କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା
କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା କଟକ (ଏନ୍.ଏମ୍.): କଲରାବାଙ୍କ ଠାରେ ମଧ୍ୟ ଭୁବନେଶ୍ୱର କିଟ, କିସ ଅନୁଷ୍ଠାନ ଭଳି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି କିଟ୍ର ମୁଖ୍ୟ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟପାଳ…











