ବାରହା ଆକ୍ରମଣରେ ମହିଳା ଗୁରୁତର
ବାରହା ଆକ୍ରମଣରେ ମହିଳା ଗୁରୁତର ଆଠଗଡ଼ (ଏନ୍.ଏମ୍.): ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ବାରାହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ମହିଳା ଜଣଙ୍କ ହେଲେ ଚାରିମା ଗଡସରା (୫୫)ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଗୁରୁଡିଝାଟିଆ ପଞ୍ଚାୟତ ଡେରା ଗ୍ରାମର ଡୁକା ଗଡସରାଙ୍କ ସ୍ତ୍ରୀ ଚାରିମା ଗଡସରା ଶାଳପତ୍ର ତୋଳିବା ପାଇଁ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ବାରାହା ଆକ୍ରମଣ ଅତର୍କିତ ଆକ୍ରମଣ…
