ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ
ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ଖଣ୍ଡପଡା(ଏନ୍.ଏମ୍.): ରାଜ୍ୟ ସରକାର ୫-ଟି ରୁପାନ୍ତରୀକରଣ ଯୋଜନାରେ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ଲାଗି ୬୦ରୁ ୬୫ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଖଣ୍ଡପଡା ବ୍ଳକ ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଅନଭିଜ୍ଞ ଠିକାଦାର, ରାଜନୈତିକ ବ୍ୟକ୍ତି ବିଶେଷ ସରକାରୀ ନୀତି ନିୟମକୁ ଉଲଘଂନ କରି ମନଇଚ୍ଛା ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ନିମ୍ନମାନର କାର୍ଯ୍ୟ…
