ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ
ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ କଟକ (ଏନ୍.ଏମ୍.): କଟକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଏନସିସି ପକ୍ଷରୁ ଆଜି ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ମହାନଦୀ ଅଭିଯାନ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିସିର ବିଭିନ୍ନ ଗ୍ରୁପରୁ ୨ଶହରୁ ଉର୍ଦ୍ଧ୍ୱ କ୍ୟାଡେଟ, ବାଳକ ଓ ବାଳିକାମାନେ ସାମିଲ ହୋଇ…
