ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ
ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ #ଜଗତପୁର(ଏନ୍.ଏମ୍.): ରାଜ୍ୟରେ ଜନସାଧାରଣ ତ୍ୱରିତ ତଥା ଉନ୍ନତ ଚିକିତ୍ସା ସେବା ପାଇବା ଉପରେ ରାଜ୍ୟସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଠାରୁ ଆରମ୍ଭ କରି ଘର…












