ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ [caption id="attachment_7190" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ…

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା [caption id="attachment_7187" align="alignnone" width="300"] News by Ajit kumar Mallick (Konark)[/caption] #କୋଣାର୍କ(ଏନ୍‌.ଏମ୍‌.): ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଅଛି ଏବଂ ଆଗକୁ ରହିଥିବା ମଧ୍ୟ, ଗୀତି କବିତା ସ୍ୱର-ତାଳ-ଲୟଯୁକ୍ତ…

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ [caption id="attachment_7184" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ (ଏନ୍‌.ଏମ୍‌.): କଟକ ଜିଲ୍ଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁମୁଖୀ ମହିଳା/ପୁରୁଷ ସ୍ୱାସ୍ଥକର୍ମୀ ଓ ପରିଦର୍ଶକ ବିଭିନ୍ନ ଦାବି ନେଇ…

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ #କୁଏତ(ଏଜେନ୍ସି): ବିପିପି (ଭାରତୀୟ ପ୍ରଭାସୀ ପରିଷଦ) ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁଏତରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସ୍କୋର୍ପିନୋ ଚମ୍ପିୟାନ ହୋଇଛି । ବିପିପି ଆସୋସିଏସନ କୁଏତର ଏକ ବୃହତ ସାମାଜିକ ଓ ଜନ…

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ [caption id="attachment_7177" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ବିଶେଷ କରି ରାଜପଥରେ ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି ।…

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ [caption id="attachment_7174" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଲୋକ ସମ୍ପର୍କ ଅଧିକାରୀ ଆଶୁତୋଷ ପାଇକରାୟଙ୍କ ମାତା ନିରୂପମା ଜେନାଙ୍କ ୭୯ ବର୍ଷ ବୟସରେ ସକାଳ ୮ ଘଟିକା ୧୮ ମି. ସମୟରେ…

ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ

କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ନିଆରା ପ୍ରୟାସ ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ [caption id="attachment_7171" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକର ମାରିଟାଇମ ମ୍ୟୁଜିୟମ(ନୌବାଣିଜ୍ୟ ସଂଗ୍ରହାଳୟ) ତତ୍‌କାଳୀନ ଉତ୍କଳ ବା କଳିଙ୍ଗର ନୌବାଣିଜ୍ୟର ସ୍ମାରକୀକୁ ସାଇତି ରଖିଛି…

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା [caption id="attachment_7167" align="alignnone" width="300"] News by Smruti ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): ରାଜ୍ୟର ବହୁ ଚର୍ଚ୍ଚିତ ଓଡିଶା ଟେକ୍ସଟାଇଲ ମିଲ୍ (ଓଟିଏମ୍‌)ପୁନରୁଦ୍ଧାର ମାମଲାରେ ହାଇକୋର୍ଟ…

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ [caption id="attachment_7164" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ.): ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।…

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ [caption id="attachment_7161" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ୨୦୨୩ ଡିସେମ୍ବର ସୁଦ୍ଧା କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ…

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ [caption id="attachment_7158" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ଧର୍ମପଦ ପୁରସ୍କାରପ୍ରାପ୍ତ ଅଜିତ୍ କେଶରୀ ରାୟଙ୍କ ୧ଶତ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ଲଣ୍ଡନ ସ୍କୁଲ ଅଫ୍ ଆର୍ଟରୁ…

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ [caption id="attachment_7154" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲୋନ୍ ନେବା ଓ କିସ୍ତି ନଭରିବା ଅଭିଯୋଗରେ ଆଜି ୬ଜଣ ଅଭିଯୁକ୍ତଙ୍କୁ ଜଗତପୁର ଥାନା ପୁଲିସ ଗିରଫ…