ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି [caption id="attachment_7598" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ସ୍କ୍ରାପିଙ୍ଗ ନୀତିରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ସ୍ୱତନ୍ତ୍ର…

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌ [caption id="attachment_7595" align="alignnone" width="300"] File Photo & FIR copy[/caption] #କେନ୍ଦୁଝର(ଏନ୍‌.ଏମ୍‌.): ୨୦୨୩ ଜାନୁଆରୀ ୧ତାରିଖ । ବର୍ଷର ପ୍ରଥମ ଦିନ ହିଁ ସ୍ମୃତି ହୋଇ ରହିଗଲା କର ପରିବାର ପାଇଁ…

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ [caption id="attachment_2531" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବାରର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହେଉଥିବା ଫୁଲ୍ କୋର୍ଟ ରେଫରେନ୍ସ ଏଣିକି କେବଳ ମାସକୁ ଗୋଟିଏ ନିର୍ଦ୍ଦିଷ୍ଟ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା ବାଲେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା…

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା [caption id="attachment_2354" align="alignnone" width="300"] News by Padmalochan Mishra (Cuttack)[/caption] [caption id="attachment_7558" align="alignnone" width="300"] Advertisement[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି…

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର [caption id="attachment_7584" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ମଧ୍ୟ ଅଣଦେଖା କରାଯାଉଛି । ବିଶେଷ କରି ଓଡ଼ିଆ ଭାଷାକୁ କଦର୍ଥ କରାଯିବା ପ୍ରତିବାଦରେ ଆଜି ସିଏମସି…

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ [caption id="attachment_7581" align="alignnone" width="300"] News by Padmalochan Mishra (Cuttack)[/caption] [caption id="attachment_7558" align="alignnone" width="300"] Advertisement[/caption] #କଟକ(ଏନ୍‌.ଏମ୍‌.): ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍…

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା

ଲୋକସମ୍ପର୍କ ଅଧିକାରୀମାନେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ - ପ୍ରମୁଖ ଶାସନ ସଚିବ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା [caption id="attachment_7578" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ…

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ସୁପ୍ରିକୋର୍ଟଙ୍କ କହିବାନୁଯାୟୀ ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ସୁପ୍ରିମକୋର୍ଟଙ୍କ…

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ [caption id="attachment_7558" align="alignnone" width="300"] Advertisement[/caption] [caption id="attachment_7571" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ପବିତ୍ର ନବବର୍ଷ ଅବସରରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଞ୍ଜନ…

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ [caption id="attachment_7568" align="alignnone" width="300"] News by Ajit Kumar Mallick (Konark)[/caption] [caption id="attachment_7558" align="alignnone" width="300"] Advertisement[/caption] #କୋଣାର୍କ (ଏନ୍‌.ଏମ୍‌.): ସୌର ମହାଯଜ୍ଞ ପରିଚାଳନା ସମିତି, କୋଣାର୍କ ସୁରକ୍ଷା ସମିତି, ବିଶ୍ୱ ହିନ୍ଦୁ ପରିଷଦ କୋଣାର୍କ ଆନୁକୂଲ୍ୟରେ ରାଜାରାମ…

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା [caption id="attachment_7565" align="alignnone" width="300"] News by Padmalochan Mishra (Cuttack)[/caption] [caption id="attachment_7558" align="alignnone" width="300"] Advertisement[/caption] #କଟକ(ଏନ୍‌.ଏମ୍‌.): ଦୀର୍ଘବର୍ଷ ପରେ ଐତିହାସିକ ଗଡ଼ଖାଇ ପୁଣି ଚମକିବ । କଲିକତି ଦଳ ସହିତ ବିଭିନ୍ନ ଅନାବନା ଗଛରେ ପରିପୂର୍ଣ୍ଣ…