ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଶରୀରର କୌଣସି ଅଙ୍ଗ ପ୍ରତ୍ୟେଙ୍ଗ ଅଚଳ ହୋଇଗଲେ ସାରା ଜୀବନ ଅଚଳ ହୋଇଯିବ ସେଭଳି ହୀନ ମାନସିକତାକୁ ଦୂର କରିବା ତଥା ଅକ୍ଷମ ବ୍ୟକ୍ତିଙ୍କ ମନରେ ନୂତନ ଆଶା ସଞ୍ଚାର କରାଇ ସମାଜରେ ସକ୍ଷମ କରାଇବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଅର୍ନ୍ତନିବେଶି ଶିକ୍ଷା ସାଧନା କେନ୍ଦ୍ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମଣ୍ଡଳସ୍ତରୀୟ…

Read More

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର #ଭୁବନେଶ୍ୱର (ଏନ୍‌.ଏମ୍‌.): ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆଶଙ୍କା କରାଯାଉଛି । ତେଣୁ ଏଥି ପୂର୍ବରୁ ସମସ୍ତ ଜନସାଧାରଣ ସତର୍କ ହେବାକୁ ରାଜ୍ୟସରକାର ପରାମର୍ଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍…

Read More

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌ #କେନ୍ଦୁଝର(ଏନ୍‌.ଏମ୍‌.): ୨୦୨୩ ଜାନୁଆରୀ ୧ତାରିଖ । ବର୍ଷର ପ୍ରଥମ ଦିନ ହିଁ ସ୍ମୃତି ହୋଇ ରହିଗଲା କର ପରିବାର ପାଇଁ । ଡାକ୍ତର ଝିଅକୁ ନେଇ ଅସୁମାରୀ ସ୍ୱପ୍ନ ଦେଖୁଥିବା ପିତାମାତା ବର୍ଷର ପହିଲି ଦିନରେ ହରାଇଲେ ଝିଅକୁ । ତେବେ ଝିଅର ମୃତ୍ୟୁ କେମିତି ହେଲା ତାହାକୁ ନେଇ ଚାଲିଛି ତନାଘନା । ଏ ବିଷୟରେ ପରିବାର ଲୋକେ ବି…

Read More

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା ବାଲେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନା ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ…

Read More

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ #ଆଠଗଡ଼(ଏନ୍‍.ଏମ୍‍.): ଜଣେ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁତ୍ରର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ । ଆଦିତ୍ୟ ବାପାଙ୍କ ଭଳି ଏବେ ଜନସେବାରେ ନିଜକୁ ସାମିଲ କରିଛନ୍ତି । ଅଞ୍ଚଳରେ କେଉଁଠି ଅସହାୟଙ୍କ ସମ୍ପର୍କରେ ସୂଚନା ପାଇବାକ୍ଷଣି ତାଙ୍କ ସୁଖ ଦୁଃଖରେ ଠିଆ ହେବା ସହ ସହାୟତାର…

Read More

ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାରଙ୍କ ସମୀକ୍ଷା: କଟକଣା ଲାଗୁ ହେବନି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ

ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାରଙ୍କ ସମୀକ୍ଷା: କଟକଣା ଲାଗୁ ହେବନି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ଜନସାଧାରଣ ଚିନ୍ତିତ ଥିବାବେଳେ ଏ ନେଇ ରାଜ୍ୟସରକାର ସ୍ପଷ୍ଟ କରିଛନ୍ତି । ଆଜି ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନ ପଣ୍ଡିତ ରାଜ୍ୟବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇ କହିଛନ୍ତି ଯେ ସମ୍ପ୍ରତି ରାଜ୍ୟରେ କୋଭିଡ଼ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ,…

Read More

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି #ସାଲେପୁର (ଏନ୍‌.ଏମ୍‌.): ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବନମାଳିପୁର ଗ୍ରାମରେ । ଉକ୍ତ ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ (ଜଣଙ୍କୁ ୯ ବର୍ଷ ଓ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଥିଲା) ସକାଳେ ଘର ବାହାରେ ଖେଳୁଥିଲେ । ତେବେ କିଛି ସମୟ ପରେ ସେମାନଙ୍କୁ ସେଠାରେ ନପାଇବାରୁ ଘର…

Read More

ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ

ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ ସଠିକ୍ ଯୋଜନା କରି ବିଏମସି ଅଞ୍ଚଳରେ ଶତ ପ୍ରତିଶତ ଟୀକାକରଣ କରିବାକୁ ମେୟରଙ୍କ ପରାମର୍ଶ #ଭୁବନେଶ୍ୱର(ଏନ୍‌.ଏମ୍‌.): ଶିଶୁମାନଙ୍କୁ ନିୟମିତ ଟୀକାକରଣ ହେଉଛି ସାରା ବିଶ୍ୱରେ ପ୍ରମୁଖ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । ଆମ ଦେଶରୁ ୨୦୨୩ ମସିହା ସୁଦ୍ଧା ମିଳିମିଳା ଓ ରୁବେଲା ସଂପୂର୍ଣ୍ଣ ଦୂର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ସଠିକ ଯୋଜନା ଏବଂ ସମସ୍ତ ପଦକ୍ଷେପ ନିଆଯାଇ ଭୁବନେଶ୍ୱର ମହାନଗନ ନିଗମ ଅଞ୍ଚଳରେ ଟୀକାକରଣ…

Read More

ପୁଣି ଲେଉଟିଲା କୋଭିଡ୍‌: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବି.ଏଫ.୭ ଚିହ୍ନଟ!

ପୁଣି ଲେଉଟିଲା କୋଭିଡ୍‌: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବି.ଏଫ.୭ ଚିହ୍ନଟ! ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଣି ଲେଉଟାଣି ନେଇଛି କୋଭିଡ । କୋଭିଡର ନୂଆ ଭାରିଏଣ୍ଟ ବି.ଏଫ. ୭ ଏବେ ଭାରତରେ ଦେଖିବାକୁ ମିଳିଛି । ଯାହା ଦ୍ୱାରା ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢ଼ି ଯାଇଛି । ଦେଶର ଗୁଜୁରାଟରେ ୨ଜଣ ଏବଂ ଓଡ଼ିଶାରେ ଜଣେ ବିଏଫ୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ…

Read More

ସଡ଼କ ଦୁର୍ଘଟଣାରେ ମୃତ୍ୟୁର ମାସେ ପୁରିନି, ୨ବର୍ଷର ପୁଅ ଶୋଇ ଗଲା ଶେଷ ନିଦ୍ରାରେ

ସଡ଼କ ଦୁର୍ଘଟଣାରେ ମୃତ୍ୟୁର ମାସେ ପୁରିନି, ୨ବର୍ଷର ପୁଅ ଶୋଇ ଗଲା ଶେଷ ନିଦ୍ରାରେ #ଆଠଗଡ଼(ଏନ୍‌.ଏମ୍‌.): ସଡ଼କ ଦୁର୍ଘଟଣାରେ ବାପା ମରିଗଲେ । ମାସେ ନପୁରୁଣୁ ୨ବର୍ଷର ପୁଅ ଶୋଇଗଲା ଶେଷ ନିଦ୍ରାରେ । ଏବେ ପରିବାର ଉପରେ ଚଡ଼କ ପଡ଼ିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ରାଜନଗର ଗାଁରେ । ଶୋକାକୂଳ ପରିବେଶରେ ଉଚ୍ଛୁଳି ପଡ଼ୁଛି ଗାଁ ଦାଣ୍ଡ । ଗତ ନଭେମ୍ବର ୨୫ତାରିଖରେ କାର ଦୁର୍ଘଟଣାରେ ସୁକାନ୍ତ…

Read More

ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ

ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ ଜଗତପୁର(ଏନ୍‌.ଏମ୍‌.): ପରିମଳ ତଥା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ପ୍ରତି ସମସ୍ତେ ଅଣଦେଖା କରୁଛନ୍ତି । ଗୋଟିଏ ପଟେ ସରକାର ଓ ପ୍ରଶାସନ ସେମାନଙ୍କ ଉପରେ କାମର ବୋଝ ଲଦି ଦେଉଥିବାବେଳ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟ ଜନକ ବୋଲି ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ…

Read More

ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି

ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି ପୁରୀ(ଏନ୍‌.ଏମ୍‌.): ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଦେଖିବାକୁ ମିଳିଛି । ଯାହା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଝାଡ଼ାବାନ୍ତି ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଘରେ ଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି । ଦୁଇଦିନ ଧରି ସ୍ୱାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଛି…

Read More