ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ
ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ ଭୁବନେଶ୍ୱର(ଏନ୍.ଏମ୍.): ଚଳିତ ବର୍ଷ +୨ ଶେଷ ବର୍ଷର ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ । ତେବେ ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନାହିଁ । ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହୋଇଛି । ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ…
