ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲା ବିଜେପି, ୫୦ରୁ ଊର୍ଦ୍ଧ୍ୱ କର୍ମୀ ଗିରଫ
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲା ବିଜେପି, ୫୦ରୁ ଊର୍ଦ୍ଧ୍ୱ କର୍ମୀ ଗିରଫ କଟକ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ କଟକଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ କଳାପତାକା ପଦର୍ଶନ କରିବା ଅଭିଯୋଗରେ କର୍ମୀମାନଙ୍କୁ ଗିରଫ କରାଯାଇଛି । କଟକରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା, ଡେଙ୍ଗୁ ପ୍ରତିକାର, ଜାଇକା, ନାଳ ନର୍ଦ୍ଧମା, ବିପର୍ଯ୍ୟସ୍ତ ରାସ୍ତା ଘାଟ, ବିଜୁଳି ବିଭ୍ରାଟ, ପଙ୍ଗୁ ସ୍ୱାସ୍ଥ୍ୟସେବା, ଭ୍ରଷ୍ଟ ଶିକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳାରେ ଅବନ୍ନତି, ବସ୍ତି ବାସିନ୍ଦା ଥଇଥାନ ଆଦିରେ ସମ୍ପୂର୍ଣ୍ଣ…
