ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା

ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ନୂଆଖାଇ ଅବସରରେ ରାଜ୍ୟସରକାର ଚାଷୀଙ୍କୁ ଆର୍ଥିକ ଭେଟି ଦେଇଛନ୍ତି । ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୭୪୩ କୋଟି ଟଙ୍କା ଯାଇଛି । ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଲେଖାଁଏ ଟଙ୍କା କାଳିଆ ଟଙ୍କା ଜମାହୋଇଛି । ପୂର୍ବରୁ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର…

Read More

ମୂର୍ତ୍ତି ବିବାଦ ନେଇ ମୁଣ୍ଡ ନୁଆଁଇଲେ ସରକାର: ପୂଜା କମିଟି ସହ ଆଲୋଚନା,୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା

ମୂର୍ତ୍ତି ବିବାଦ ନେଇ ମୁଣ୍ଡ ନୁଆଁଇଲେ ସରକାର: ପୂଜା କମିଟି ସହ ଆଲୋଚନା,୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା #ଭୁବନେଶ୍ୱର(ଏନ୍‍.ଏମ୍‍.): ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ମୁଣ୍ଡ ନୁଆଁଇଲେ ସରକାର । ଗୋଟିଏ ପଟେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର କଟକଣା ଲଗାଇବା ପାଇଁ ବାଧ୍ୟ ହେଉଥିବାବେଳେ ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ଭାବାବେଗ । ତେଣୁ ଜନସାଧାରଣଙ୍କ ଦାବି ଆଗରେ ସରକାର ନରମିଛନ୍ତି । ରାଜ୍ୟରେ ପାର୍ବଣକୁ ନେଇ ରାଜ୍ୟ…

Read More

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର କଟକ (ଏନ୍‌.ଏମ୍‌.): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦକୁ ସାଧାରଣରେ ଅସନ୍ତୋଷ ତେଜିବା ପରେ ସରକାର ବାଧ୍ୟ ହୋଇ ମୁଣ୍ଡ ନୁଆଁଇଛନ୍ତି । ଏହି ଘଟଣାରେ ସରକାର ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଓସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବୈଠକ ପାଇଁ ଡକାଯାଇଛି ।…

Read More

ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌

ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଧାନ ସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲା ଆଗତ ହୋଇଛି । ଫଳରେ ରାଜ୍ୟରେ ଦୀର୍ଘ ୩ବର୍ଷ ଧରି ଅଟକି ରହିଥିବା ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି । ବିଧାନସଭାରେ ନଗର ଉନ୍ନୟନ…

Read More

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ # କଟକ(ଏନ୍‌.ଏମ୍‌.): ପାର୍ବଣ ଯେତିକି ଯେତିକି ପାଖେଇ ଆସୁଛି ସରକାରଙ୍କ କରୋନା କଟକଣାକୁ ନେଇ ବିରୋଧ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଛି । କଟକରେ ମା’ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଥିବାବେଳେ ରାଜ୍ୟସରକାର କରୋନା କଟକଣା ପାଇଁ ସ୍ୱତନ୍ତ୍ର ପାର୍ବଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ, ମୂର୍ତ୍ତି ୪ ଫୁଟ ଉଚ୍ଚତାରେ ସୀମିତ ରଖିବାକୁ କୁହାଯାଇଛି…

Read More

ପାର୍ବଣ ପାଳନକୁ ନେଇ ତେଜୁଛି ଅସନ୍ତୋଷ:୧୩ରେ କଟକ ବନ୍ଦ ଡାକରା ଦେଲା ବିଜେପି

ପାର୍ବଣ ପାଳନକୁ ନେଇ ତେଜୁଛି ଅସନ୍ତୋଷ:୧୩ରେ କଟକ ବନ୍ଦ ଡାକରା ଦେଲା ବିଜେପି କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ କଟକ ନଗର ବିଜେପି ବିରୋଧ କରିଛି । ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବାବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ହୋଇଛି । ସରକାର ନିର୍ବାଚନ ପ୍ରଚାର ପାଇଁ ଯେତିକି କଟକଣା ଲାଗୁକରିଛନ୍ତି ପାର୍ବଣ ପାଇଁ ତାହା ଠାରୁ ଅଧିକ କଟକଣା…

Read More

ବିଜୁ ଜନତା ଦଳର ଜୋନ୍ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବିଜୁ ଜନତା ଦଳର ଜୋନ୍ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ # ଚୌଦ୍ୱାର(ଏନ୍‌.ଏମ୍‌.) : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ଉଦ୍ଦେଶ୍ୟରେ ଚୌଦ୍ୱାର କଟକ ବିଜୁ ଜନତା ଦଳ ତରଫରୁ ଜୋନ୍‌ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । କଟକ ଜିଲ୍ଲା ୧୧ନମ୍ବର ଜୋନ୍ ଅନ୍ତର୍ଗତ ବାଣିପଦା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଦଳର କଟକ…

Read More

ପିପିଲି ଉପନିର୍ବାଚନ: ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ, ସଭାରେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି

ପିପିଲି ଉପନିର୍ବାଚନ: ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ, ସଭାରେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି # ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କରୋନା ନିୟନ୍ତ୍ରଣରେ ଥିବାରୁ ପିପିଲି ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ପିପିଲି ଉପନିର୍ବାଚନରେ ସର୍ବାଧିକ ୭ଦିନ ପ୍ରଚାର ହେବ । ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହିତ ନିର୍ବାଚନୀ ସଭାରେ ସର୍ବାଧିକ ୧ହଜାର ଲୋକ ଏକଜୁଟ ହୋଇପାରିବେ ବୋଲି…

Read More

ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର

ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର # ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ସରକାର ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ସଂଖ୍ୟାଧିକ ଯୋଜନା ପ୍ରଚଳନ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଯୋଗୁଁ ତାହା ଦିଗହରା ହୋଇ ପଡ଼ୁଛି । ଏପରିକି ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଥିବା…

Read More

ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା

ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା # ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ମାନସ ଦାସ ଓରଫ ଗୁରୁଜୀ ଏବେ ଜେଲର ଚାରି କାନ୍ଥ ଭିତରେ । ବହୁ କଳ୍ପନା ଜଳ୍ପନାର ଅନ୍ତଘଟିବା ସହ ଶେଷରେ ଗୁରୁଜୀ ବନ୍ଧା ହୋଇଛନ୍ତି । ତାଙ୍କ ବିରୋଧରେ ଲାଗିଛି ଅପହରଣ, ହତ୍ୟା, ହତ୍ୟାଧମକ, ଅପରାଧୀକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିଦେବା ଭଳି ସଂଗୀନ ଦଫା ।…

Read More

ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ

ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ କଟକ(ଏନ୍‌.ଏମ୍‌.): ହରିୟାଣାର କର୍ଣ୍ଣଲଠାରେ ଚାଷୀ ବିରୋଧି କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ ବିଜେପି ଶାସିତ ହରିୟାଣା ସରକାରର ପୋଲିସ ବାହିନୀ ଗତ ୨୮ତାରିଖରେ ଅତ୍ୟନ୍ତ ନିର୍ମମ ଭାବରେ ଲାଠିଚାର୍ଜ କରିଛି । ଫଳରେ ଶତାଧିକ କୃଷକ ଆହତ ହେବା ସହ ଜଣେ କୃଷକ ମୃତ୍ୟୁବରଣ କରିଛନ୍ତି । ଏହି ଲାଠି ଚାର୍ଜ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା,…

Read More

ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ

ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ ଟାଙ୍ଗୀ(ଏନ୍‌.ଏମ୍‌.): ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନସ୍ଥ ନପଙ୍ଗ ପଞ୍ଚାୟତ ବିଜୁ ଜନତାଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ମୁଖ୍ୟାଳୟ ଇଟୁଆ ଠାରେ ଆୟୋଜିତ ସମାବେଶରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, କଟକ ଜିଲ୍ଲା ବିଜେଡି…

Read More