ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ କଟକ (ଏନ୍‌.ଏମ୍‌.) : ଓଡ଼ିଶା ହାଇକୋର୍ଟରେ ଆଜି ଆଉ ୨ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର…

Read More

ସି.ଆଇ.ଟି.ୟୁ ଓ କୃଷକ ସଭା ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ

ସି.ଆଇ.ଟି.ୟୁ ଓ କୃଷକ ସଭା ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କଟକ(ଏନ୍‌.ଏମ୍‌.): ଭାରତଛାଡ ଆନ୍ଦୋଳନ ଐତିହ୍ୟର ସ୍ମୃତିରେ ଭାରତର ଟ୍ରେଡୟୁନିୟନ କେନ୍ଦ୍ର (ସି.ଆଇ.ଟି.ୟୁ.), ଅଖିଳ ଭାରତ କୃଷକ ସଭା (ଏ.ଆଇ.କେ.ଏସ୍‍.) ସହବନ୍ଧିତ ଓଡ଼ିଶା କୃଷକ ସଭା କଟକ ଜିଲ୍ଲା କମିଟି ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରି ଶହଶହ କର୍ମୀ ଗିରଫ ହୋଇଛନ୍ତି । ସମସ୍ତ ଖାଦ୍ୟ ପଦାର୍ଥ ଉପରୁ ଜି.ଏସ୍‍.ଟି. ପ୍ରତ୍ୟାହାର କରିବା, ଅତି ଆବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି ବନ୍ଦ କରିବା, ଶ୍ରମିକମାନଙ୍କ ଦୈନିକ…

Read More

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ୱ’ କଟକ(ଏନ୍‌.ଏମ୍‌.): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟେ ଆଜି ଗୋଟିଏ ମଞ୍ଚରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ତେବେ ଉଭୟ ମୁଖ୍ୟଙ୍କ ଉପସ୍ଥିତି ରାଜ୍ୟ ପାଇଁ ଅନେକ ଉନ୍ନତି…

Read More

ଭୁବନେଶ୍ୱର ଓ କଟକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର ଓ କଟକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଆଗମନ ଯୋଗୁଁ ବିଜେପିରେ ଅପୂର୍ବ ଉନ୍ମାଦ ସୃଷ୍ଟି ହୋଇଛି । କର୍ମୀମାନେ ବେଶ ଉତ୍ସାହିତ ହୋଇ ଉଠିଛନ୍ତି । ଗତକାଲି ଶ୍ରୀ ଶାହ ଭୁବନେଶ୍ୱରରେ ପହଞ୍ôଚବା ପରେ ବିମାନବନ୍ଦର ଉତ୍ସବ ମୁଖର ହୋଇ ଉଠିଥିଲା ।ତ୍ରିରଙ୍ଗା, ପାରମ୍ପରିକ ପୋଷାକ, କଳା, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ବଜାଇ କାର୍ଯ୍ୟକର୍ତ୍ତାମାନଙ୍କ ସହ ହଜାର ହଜାର ଜନସାଧାରଣ…

Read More

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା କଟକ(ଏନ୍‌.ଏମ୍‌.): ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର ଜନ୍ମ ଶତବର୍ଷ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ଉଦ୍ ଘାଟନୀ ସଭା ସ୍ଥାନୀୟ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ…

Read More

‘ରାଜ୍ୟସରକାର ତୁରନ୍ତ ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବ ପେନସନ୍‌ର ମହାସଂଘ’

‘ରାଜ୍ୟସରକାର ତୁରନ୍ତ ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବ ପେନସନ୍‌ର ମହାସଂଘ’ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ବାଛି ବାଛି ଅବସରପ୍ରାପ୍ତ ବିଚାର ବିଭାଗ ଅଧିକାରୀ ଓ ବିଧାୟକଙ୍କୁ ଚିକିତ୍ସାଭତ୍ତା ଦେବା ସଙ୍ଗେ ସଙ୍ଗେ ଅନ୍ୟ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିଛନ୍ତି । ତେବେ ଦୀର୍ଘ ୧୬ ବର୍ଷ ହେବ ଏହି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସାଭତ୍ତା ବା କେନ୍ଦ୍ର ଅନୁରୂପ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାର କୌଣସି…

Read More

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ ବାସୁଦେବପୁର(ଏନ୍‌.ଏମ୍‌.): ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଦିନିକିଆ ଭଦ୍ରକ ଜିଲ୍ଲା ବାସୁଦେବପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ମନ୍ତ୍ରୀ ସ୍ଥାନୀୟ ତାୱନ ହଲ୍ ପରିସରରେ କାବ୍ୟ ସମଗ୍ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସ୍ଥାନୀୟ ଚାରି ବାଟିଆକୁ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାଧାରଣ ସଭାରେ ଯୋଗ ଦେଇଥିଲେ ।…

Read More

ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି

ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି ନୂଆଦିଲ୍ଲୀ (ଏଜେନ୍ସି): ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି । ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟରେ ପରାସ୍ତ କରିଛନ୍ତି । ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା । ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫…

Read More

ସିଧାମୂଳା ବାଲିଘାଟ ନିଲାମ ବାତିଲ ଦାବି: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ସିଧାମୂଳା ବାଲିଘାଟ ନିଲାମ ବାତିଲ ଦାବି: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ତହସିଲ ଅଧିନ ସିଧାମୂଳା ମହାନଦୀ ବାଲିଘାଟକୁ ଖଣ୍ଡପଡା ତହସିଲଦାର ଶାଗମାଛ ଦରରେ ନିଲାମ କରିଦେଇଛନ୍ତି । ବାଲିଘାଟ ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ରାଜ୍ୟ ସରକାର ଏ ବାବଦରେ ୧୨ କୋଟିରୁ ଉର୍ଦ୍ଧ ଟଙ୍କାର ରାଜସ୍ୱ ହରାଇବେ ବୋଲି କଂଗ୍ରେସ ନେତାମାନେ ଅଭିଯୋଗ ଉଠାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ…

Read More

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ ଆଠଗଡ଼ (ଏନ୍‍.ଏମ୍‍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବିକ୍ଷୋଭକାରୀମାନେ ସ୍ଥାନୀୟ କଖଡି ଠାରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ଶୋଭାଯାତ୍ରା ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…

Read More

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ଓଡ଼ିଶାର ମାଟି ପ୍ରତି ମୋହ ଏବଂ ଓଡ଼ିଆ ଝିଅକୁ ଭାରତର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ପାଇଁ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଓଡ଼ିଆ ଜାତିର ଟେକ ରଖିଥିବା କଟକ ବାରବାଟୀ ମାନ୍ୟବର ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ୱାଭିମାନ କଟକ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଏହି ପରିପେକ୍ଷୀରେ ବିଧାୟକ ମହୋଦୟଙ୍କୁ ଶିଖରପୁର କାଳୀମନ୍ଦିର ନିକଟରୁ ସ୍ୱାଗତ କରି…

Read More

ଦ୍ରୌପଦୀଙ୍କ ଲମ୍ବା ଯାତ୍ରା: କାଉନସିଲରରୁ ରାଷ୍ଟ୍ରପତି

ଦ୍ରୌପଦୀଙ୍କ ଲମ୍ବା ଯାତ୍ରା: କାଉନସିଲରରୁ ରାଷ୍ଟ୍ରପତି ୨୫ରେ ଶପଥ ସମାରୋହ, ଦିଲ୍ଲୀ ଯିବେ ନବୀନ ଭୁବନେଶ୍ୱର(ଏନ୍‌.ଏମ୍‌.): ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ…

Read More