କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭ କଟକ (ଏନ୍.ଏମ୍.): କେନ୍ଦ୍ର ଓ ରାଜ୍ୟସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି । ଗୋଟିଏ ପରେ ଗୋଟିଏ ସଂସ୍କାର ନାମରେ ଯାହା ପ୍ରଚଳନ କରୁଛନ୍ତି ସେଥିରେ ପ୍ରଭାବିତ ହେଉଛନ୍ତି ଦେଶର ଲକ୍ଷ ଲକ୍ଷ ଗରିବ ଜନସାଧାରଣ । ତେଣୁ ଉଭୟ ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨୯ତାରିଖରେ ରାଜ୍ୟସ୍ତରୀୟ ଗଣ…
