କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ମେୟର/ ଚେୟାରମ୍ୟାନ ସିଧାସଳଖ ମତଦାନ ହେବ । ତେଣୁ ପୂର୍ବ ନିର୍ବାଚନ ଭଳି କର୍ପୋରେଟର/କାଉନସିଲର ମାନଙ୍କ ମଧ୍ୟରୁ ମେୟର/ଚେୟାରମ୍ୟାନ ବଛା ବଛି କରିବାକୁ ପଡ଼ୁନଥିବାରୁ ଭୋଟର ମାନେ ଉଭୟପ୍ରାର୍ଥୀଙ୍କୁ ସିଧାସଳଖ ମତଦାନ କରିବେ । ଏଥିପାଇଁ ବିଭିନ୍ନ ରାଜନୈତିକ ସ୍ତରରେ ଜୋରଦାର…

Read More

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମହାନଗର ନିଗମ ନିର୍ବାଚନ ପାଇଁ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଭ୍ୟ ତଥା ରାଜ୍ୟର ଜଣାଶୁଣା ଛାତ୍ରନେତ୍ରୀ ବବି ବଳବନ୍ତରାୟଙ୍କୁ ମେୟର ପ୍ରାର୍ଥୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ଘୋଷଣା କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଐତିହ୍ୟ ସହର କଟକରେ ଦୀର୍ଘ ଦଶନ୍ଧି ଧରି ସହରର ନାନାବିଧ ସମସ୍ୟାପାଇଁ ଦଳ…

Read More

କଟକରେ କଂଗ୍ରେସରେ ମିଶ୍ରଣ ପର୍ବ

କଟକରେ କଂଗ୍ରେସରେ ମିଶ୍ରଣ ପର୍ବ କଟକ(ଏନ.ଏମ୍‌.): ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ, ସିପିଆଇ ଓ ସିପିଏମ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ଆଜି ଅନୁଷ୍ଠାନିକ ଭାବେ କଂଗ୍ରେସ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ସାଇଦାନୀ ବଗିଚା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପୌରହିତ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ କଟକ ପୌର ନିଗମର ମିଳିତ ମେୟର…

Read More

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଭୁବନେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କ୍ରୀଡ଼ାବିତ୍‌, ସହାୟକ କର୍ମଚାରୀ, କ୍ରୀଡ଼ା କର୍ମକର୍ତ୍ତା, ପ୍ରଶିକ୍ଷକ ଏବଂ…

Read More

ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବଣ୍ଟନ

ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବଣ୍ଟନ ଜଗତପୁର(ଏନ୍‌.ଏମ୍‌.): ପବିତ୍ର ମହାଶିବ ରାତ୍ରୀ ଜାଗର ଉପଲକ୍ଷେ ନିମପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଗଜାନନ ସେବା ସମିତି ପକ୍ଷରୁ ବହୁ ପୁରାତନ ଶୌବପୀଠ କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଛି । ଏଥି ସହିତ ମନ୍ଦିର ପରିସରରେ କରୋନା କଟକଣା ଅନୁପାଳନ କରିବା, ମାସ୍କ ପରିଧାନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା । ସଂଗଠନ ସଭାପତି…

Read More

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ କଟକ(ଏନ୍‌.ଏମ୍‌.): କଟକ ମହାନଗର ୨୯ନମ୍ବର ୱାର୍ଡ କଂଗ୍ରେସ କମିଟିର ଏକ କର୍ମୀ ସମାବେଶ ସ୍ଥାନୀୟ ପିଠାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଳକୃଷ୍ଣ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ବୁଥସ୍ତରରେ କମିଟିମାନ ଗଠନ କରିବା ପାଇଁ ଗୁରୁତ୍ୱ ଦେବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ସିଏମସିର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ…

Read More

ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଦ୍ୱାରା ସେବା କାର୍ଯ୍ୟ

ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଦ୍ୱାରା ସେବା କାର୍ଯ୍ୟ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚହଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର,କଟକର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ଦ୍ୱାରା ସେବା କାର୍ଯ୍ୟ ଦିନସାରା ଚାଲୁ ରହିଛି । ମନ୍ଦିର ପରିଚାଳନା କମିଟି ଓ ଦୁର୍ଗାପୂଜା କମିଟିର ନିମନ୍ତ୍ରଣ ରକ୍ଷାକରି ସ୍କାଉଟ୍ସ ଏବଂ ଗାଇଡ୍ସମାନେ ସେବା କାର୍ଯ୍ୟ କରିଥିଲେ । ପିଲାମାନେ ଭକ୍ତମାନଙ୍କୁ ଧାଡିରେ ମନ୍ଦିର…

Read More

ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର

ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର କଟକ(ଏନ.ଏମ୍‌.): କଟକ ସହରର ଯୋବ୍ରାଠାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ ନୌବାଣିଜ୍ୟ ସଂଗ୍ରହାଳୟର ପ୍ରବେଶ ମୂଲ୍ୟ ଆଜିଠୁ ବୃଦ୍ଧି ପାଇଛି । ଏଥିସହିତ ସଂଗ୍ରହାଳୟର ପରିଚାଳନା କମିଟି ପକ୍ଷରୁ ଭ୍ରମଣକାରୀଙ୍କ ସୁବିଧା ସୁଯୋଗ ପାଇଁ ଇ-ଟିକେଟ୍ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ହୋଇଛି । ବ୍ରିଟିଶ ଅମଳର ଏହି ଯୋବ୍ରା ୱାର୍କସପ୍‌ଟିକୁ ଗତ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ମ୍ୟାରିଟାଇମ ମ୍ୟୁଜିୟମ…

Read More

ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା

ମାର୍ଚ୍ଚ ୭ରେ ଏକକ ବିଷୟ ଓ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା ୨୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୬୦୪ ଛାତ୍ରଛାତ୍ରୀ କଟକ(ଏନ୍‌.ଏମ୍‌.): ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅଷ୍ଟମ ଶ୍ରେଣୀ (୮ମ ଷ୍ଟାଣ୍ଡର୍ଡ) ଛାତ୍ରଛାତ୍ରୀଙ୍କ ଓଡିଆ ବିଷୟରେ ପ୍ରଥମ ଷାଣ୍ମାସିକ ଭାଷା ପରୀକ୍ଷା(ଏଚଏଲଟି) ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦଶମ ଶ୍ରେଣୀ(୧୦ମ ଷ୍ଟାଣ୍ଡାର୍ଡ) ଛାତ୍ରଛାତ୍ରୀଙ୍କ ପ୍ରଥମ ଏକକ ବିଷୟ (ଏସଏସ) ପରୀକ୍ଷା ଉକ୍ତ ଦିନ କରାଯିବ ବୋଲି ବୋର୍ଡ…

Read More

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତପୁରସ୍ଥିତ ଆଇବି ରୋଡ ଜେମାମଣି ମଣ୍ଡପରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏମସି ନିର୍ବାଚନରେ ବିଜୁ ଜନତା ଦଳର କର୍ପୋରେଟର ପ୍ରାର୍ôଥନୀ ଚୟନ ସମ୍ପର୍କରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଠାରୁ ମତାମତ…

Read More

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ଦବଦବା ଦେଖାଇ ପାରିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଥିବାବେଳେ ଏଥର କିନ୍ତୁ ଜନତା ଜନାର୍ଦ୍ଦନ ବିଜେଡି ପ୍ରତି ଆକର୍ଷିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ ଗଣତିରେ ବିଜେପି ଓ କଂଗ୍ରେସ ୨ଅଙ୍କରେ ସୀମିତ ଥିବାବେଳେ ବିଜେଡି ୩ଅଙ୍କରେ ପହଞ୍ôଚଛି । ରାଜ୍ୟର ୮୫୧ଟି ଜିଲ୍ଲାପରିଷଦ…

Read More

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ, ୪ ଅଟକ କଟକ(ଏନ୍‌.ଏମ୍‌.): କଟକରେ ପୁଣି ନକଲି ସାମଗ୍ରୀ ଜବତ ହୋଇଛି । ଗଙ୍ଗା ମନ୍ଦିର ଅଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା ଏକ ନକଲି ଧୂପକାଠି କାରଖାନାରେ ଲାଲବାଗ ପୁଲିସ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ନକଲି ଧୂପକାଠି ପ୍ୟାକେଟ, କଞ୍ଚାମାଲ ଓ ମେସିନ୍‌କୁ ମିଶାଇ ସମୁଦାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ନକଲି ଧୂପକାଠି ପ୍ରସ୍ତୁତ ପାଇଁ କଲିକତାରୁ ଯାବତୀୟ…

Read More