ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର
ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର ଭୁବନେଶ୍ୱର(ଏନ୍.ଏମ୍.): ପୌର ନିର୍ବାଚନ ପ୍ରଚାରରେ କୌଣସି କୋଭିଡ୍ କଟକଣା ରହିବ ନାହିଁ । ତେଣୁ ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ । ସମ୍ପ୍ରତି ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଗକୁ ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତାହା ହେଲେ କଟକଣା ନେଇ ନିଷ୍ପତ୍ତି…
