କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ
କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ ମାହାଙ୍ଗା(ଏନ୍.ଏମ୍.): କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଏସଡିପିଓ କୋର୍ଟରେ ହାଜର ହୋଇଛନ୍ତି । ତେବେ କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଜେଏମଏଫସି କୋର୍ଟ ସାଲେପୁର ୨୦ ତାରିଖ ସୁଦ୍ଧା କେସର ଷ୍ଟାଟସ୍ ରିପୋର୍ଟ ଏବଂ ତଦନ୍ତରେ ବିଳମ୍ବ ପାଇଁ କାରଣ ଦର୍ଶାଅ ମାଗିଥିଲେ ।…
