ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ
ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଆଠଗଡ଼(ଏନ୍.ଏମ୍.): ଆଠଗଡ କନ୍ଦରପୁରସ୍ଥିତ ମା’ କାଳିଆଶୁଣୀ ମନ୍ଦିର ପରିସରରେ ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୂପାୟନ ଭଜନ ଦଳ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଭଜନ ଗାଇକା କବିତା ଦାସ ଭଜନ ଶୁଣାଇ ଦର୍ଶକ ମାନଙ୍କର ମନ ମୁଗ୍ଧ କରାଇଥିଲେ । ନିଃସ୍ୱାର୍ଥ ପର ଯୁବକ ସଂଘର ମୂଖ୍ୟ ପରାମର୍ଶଦାତା ଦାତା ପ୍ରଦୀପ କୁମାର…
