ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୁଲିସ ଦ୍ୱାରା ଉଦ୍ଧାର: ପୁଲିସର ତନାଘନା ଆରମ୍ଭ
ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୁଲିସ ଦ୍ୱାରା ଉଦ୍ଧାର: ପୁଲିସର ତନାଘନା ଆରମ୍ଭ ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟୁକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରୁମାପାହାଡି ଗ୍ରାମର ବିଧବା ମହିଳା ତଅପୋଇ ମହାନ୍ତ(୪୭) ଗତ ୧୦ ତାରିଖ ଶୁକ୍ରବାର ଦିନ ରାଇରଙ୍ଗପୁର ସାପ୍ତାହିକ ହାଟରୁ ପରିବା ପତ୍ର କିଣିବା…
