ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ #କଟକ(ଏନ୍.ଏମ୍.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଆଜି ସିଏମସି ୨୨ ନମ୍ବର ୱାର୍ଡ଼ର ତିନିକୋଣିଆ ବଗିଚା ସ୍ଥିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ପରିସରରେ ପ୍ରଥମ ପର୍ଯ୍ୟାୟରେ ଶୀତ ବସ୍ତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ସିଏମସି ସଫେଇ କର୍ମଚାରୀମାନଙ୍କୁ ଶୀତ ବସ୍ତ୍ର ବିତରଣ କରାଯାଇଛି ।…
