ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ
ଚାଲିଥିଲା ବେଆଇନ ଗଞ୍ଜା ଲଢ଼େଇ: ମାଡ଼ିବସିଲା ଚୌଦ୍ୱାର ପୁଲିସ, ୫ଗିରଫ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍ବଲ ପଡ଼ିଆ ନିକଟରେ କିଛି ଅସାମାଜିକ ଲୋକମାନେ ଗଞ୍ଜାଲଢ଼େଇ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ଚୌଦ୍ୱାର ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଖେଳର ମୁଖ୍ୟ କାର୍ପେଟ୍ଦାର ଡାଳିଯୋଡ଼ା ବ୍ରହ୍ମପୁର ଅଞ୍ଚଳର ଶିବ ମଲ୍ଲିକ (୩୬)ଙ୍କ ସହ ଅନ୍ୟ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ପଟିଆ ଅଞ୍ଚଳର ନିହାର…
