ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ କଟକ(ଏନ୍‌.ଏମ୍‌.): ହୋମିଓପାଥିକର ଜନକ ପୂଣ୍ୟାତ୍ମା ସାମୁଏଲ ହ୍ୟାନିମାନ୍‌ଙ୍କ ୨୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ୍ ଭବନଠାରେ ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଦୀପ ରାଓ ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ ମୁଖ୍ୟବକ୍ତା, ଡାକ୍ତର ବିଚିତ୍ରାନନ୍ଦ ସ୍ୱାଇଁ ସମ୍ମାନିତ ଅତିଥି ଓ ମୁଖ୍ୟ ପରାମର୍ଶଦାତା ନିହାର ରଞ୍ଜନ ବିଶ୍ୱାଳ…

Read More

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା! ଉଚ୍ଚସ୍ତରୀୟ ତଦନ୍ତ ଦାବି

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା ! ଉଚ୍ଚସ୍ତରୀୟ ତଦନ୍ତ ଦାବି କୋଣାର୍କ(ଏନ୍‌.ଏମ୍‌.): ଭାରତସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଆର୍ôଥକ ସହାୟତାରେ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ୮ଦିନିଆ ହସ୍ତତନ୍ତ ପ୍ରଦର୍ଶନୀ ଲୋକଦେଖାଣିଆ ଓ ଅର୍ଥ ହରିଲୁଟ ପାଇଁ ଉଦ୍ଦିଷ୍ଟ ହୋଇଥିବା ଅଭିଯୋଗ ହୋଇଛି । କୋଣାର୍କ ଅଞ୍ଚଳର ହସ୍ତତନ୍ତ ବ୍ୟବସାୟୀ ସଂସ୍କୃତି ପ୍ରେମୀ, ପର୍ଯ୍ୟଟନ ପ୍ରେମୀ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମହଲରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।…

Read More

ଯାଯାବର କଳାକାର ସଂଘର ବନ୍ଧୁମିଳନ

ଯାଯାବର କଳାକାର ସଂଘର ବନ୍ଧୁମିଳନ ଜଗତସିଂହପୁର (ଏନ୍‌.ଏମ୍‌.): ଗାଁ ଗହଳିରେ ସୌଖିନ କଳାକାରଙ୍କ ଉନ୍ନତି ନିମନ୍ତେ ଅଣ୍ଟାଭିଡିଛି ଯାଯାବର କଳାକାର ସଂଘ । ରାଜ୍ୟର କୋଣ ଅନୁକୋଣରେ ଥିବା ସୌଖିନ କଳାକାରମାନଙ୍କୁ ନେଇ ଏହି ସଂଘ ଗଠନ ହୋଇଛି । କଳାକାରଙ୍କ ବିକାଶ ନିମନ୍ତେ ଏହି ସଂଘ ଅଣ୍ଟାଭିଡିବା ସହ ରାଜ୍ୟର ସମସ୍ତ କଳାକାରଙ୍କୁ ଏକତ୍ରିତ କରିବା ପାଇଁ ସଂଘ ନିଆରା ପ୍ରୟାସ ଆରମ୍ଭ କରିଚି । ଜଗତସିଂହପୁର ଜିଲ୍ଲା ଗୋଟେ କଳାକାରମାନଙ୍କ ଜିଲ୍ଲା ଏଠି କଳାକାର…

Read More

ଖାକି ବର୍ଦ୍ଦିର ଅପବ୍ୟବହାର ମାମୁଁ କହିବାରୁ ପୁଲିସର ମାଡ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ

ଖାକି ବର୍ଦ୍ଦିର ଅପବ୍ୟବହାର ମାମୁଁ କହିବାରୁ ପୁଲିସର ମାଡ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): ମାମୁଁ ଡାକ ଶୁଣି ନିଶ୍ଚିନ୍ତକୋଇଲି ପୁଲିସ କ୍ରୋଧାନ୍ୱିତ ହୋଇ ଜଣେ ଦଳିତ ଶିଶୁଙ୍କୁ ମାଡ ମାରିବା ସହ ତାର ବାପ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ତାଙ୍କ ମାଆ କବିତା ବେହେରା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସର ଏଭଳି ହିଂସାତ୍ମକ ଆଚରଣକୁ ସାଧାରଣରେ ନାପସନ୍ଦ କରିବା ସହ ପ୍ରତିବାଦରେ ରାଜ୍ୟରାଜପଥ କଟକ-ଚାନ୍ଦବାଲି ରାସ୍ତାରେ ଟାୟାର…

Read More

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ କୋଣାର୍କ (ଏନ୍‌.ଏମ୍‌.): ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଶବ ସଂରକ୍ଷଣ ଫ୍ରିଜର ସେବା ଗତକାଲି ଓଡିଶା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଲୋକାର୍ପଣର ଦ୍ୱିତୀୟ ଦିନରୁ ହିଁ ଏହାର ଲାଭ ପୁରୀ ସହରବାସୀ ନେବା ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜର ସ୍ୱର୍ଗତ ଶାଶୁଙ୍କ ଶବ ସଂରକ୍ଷଣ ପାଇଁ ଏହି ସୁବିଧା ନେବା ପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର…

Read More

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’ ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି । ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠଶିଳ୍ପୀ ଗାଇଛନ୍ତି । ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ, ସମ୍ମାନିତ ଅତିଥି ଭାବେ ବିଶ୍ୱ ଓଡ଼ିଆ ମହାସଂଘ ସଭାପତି…

Read More

ଏସସିବି ରଚିଲା ପୁଣି ଏକ ଇତିହାସ; ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ

ଏସସିବି ରଚିଲା ପୁଣି ଏକ ଇତିହାସ ୧୦୦ରେ ପହଞ୍ଚିଲା ଅସ୍ଥିମଜ୍ଜା ପ୍ରତିରୋପଣ : ଏହାର ସାକ୍ଷୀ ହେଲେ ପୂର୍ବତନ ବିଧାୟକ ଜ୍ୟାକବ କଟକ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି) ବୁଧବାର ପୁଣି ଏକ ଇତିହାସ ରଚିଛି । ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ହେମାଟୋଲୋଜି(ରକ୍ତରୋଗ) ବିଭାଗରେ ୧୦୦ଜଣଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ(ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) ସଫଳତାର ସହିତ ସମ୍ପନ୍ନ କରି ଏସସିବି ସଫଳତାର ଇତିହାସରେ ଆଉ ଏକ ନୂଆଫର୍ଦ୍ଦ ଯୋଡି ହୋଇଛି ।…

Read More

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯିବା ପରେ ଘଟଣାର ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା…

Read More

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ…

Read More

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଦିଲ୍ଲୀ ବିମାନ ବନ୍ଦରରେ ଏକ ଦୁର୍ଘଟଣା ଘଟିଛି । ଏକ ଲାଇଟ ପୋଷ୍ଟରେ ଯାତ୍ରୀବାହୀ ବିମାନଟି ମାଡ଼ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପାଇଁ ଉଦ୍ୟମ କରୁଥିବାବେଳେ…

Read More

ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା

ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା ଭଦ୍ରକ (ଏନ୍‌.ଏମ୍‌.): ବହୁ ଚର୍ଚ୍ଚତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ପୁଲିସ ହାତରେ ଧରାପଡ଼ିଛନ୍ତି ୱେବ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଖୋଜୁଥିବାବେଳେ ସେ କଲିକତାରେ ଆତ୍ମଗୋପନ କରିଥିଲେ । ଆଜି ସେ କଲିକତାରୁ ଆସି ଭଦ୍ରକରେ ପହଞ୍ôଚବା କ୍ଷଣି ମାଡ଼ିବସିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ପୂର୍ବରୁ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଜି ଶର୍ମିଷ୍ଠା ଏବଂ…

Read More

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ କଟକ (ଏନ୍‌.ଏମ୍‌.): କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଚାଲିଥିବାବେଳେ କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକର ବିଭିନ୍ନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମେତ କଟକ ରେଳଷ୍ଟେସନ, ବୀମା ଓ ବ୍ୟାଙ୍କ ସମ୍ମୁଖରେ ହରତାଳ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଗୋଟିଏ ପରେ ଗୋଟିଏ ଜନମାରଣନୀତି ପ୍ରଣୟନ କରିଚାଲିଛି…

Read More