ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ ଆଠଗଡ଼(ଏନ୍‍.ଏମ୍‍.) : ମହାନଦୀରେ ବନ୍ୟା ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ କୂଳ ଲଙ୍ଘିବା ସହ ବହୁ ଜନବସତିକୁ ଗ୍ରାସ କରି ସାରିଲାଣି । ନଦୀକୂଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ତେବେ ଏହି ବନ୍ୟା ଯୋଗୁଁ ମହାନଦୀ ମଝିରେ ଦୀର୍ଘ ୪ ଦିନ ଧରି ଫସି ରହିବା ପରେ ଆଜି ଓଡ୍ରାଫ ଟିମ ବାପ ପୁଅଙ୍କୁ…

Read More

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ ଆଠଗଡ଼(ଏନ୍‍.ଏମ୍‍.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟସାରା ଜଳମଗ୍ନ ହୋଇଛି । ଛତିଶଗଡ଼ରେ ଅଧିକ ବର୍ଷା ହେବା ଫଳରେ ଏବେ ମହାନଦୀ ଫୁଲିବାରେ ଲାଗିଛି । ଏହା ଦ୍ୱାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଉଦ୍‍ବୁଦ୍ଦ ଜଳ ନିଷ୍କାସନ ନିମନ୍ତେ ହୀରାକୁଦ ଜଳଭଣ୍ଡାରରୁ ୨୬ଟି ଗେଟ ଖୋଲାଯାଇଛି । ମହାନଦୀରେ ଏହି ଜଳ ପ୍ରବାହିତ ହେବା ଯୋଗୁଁ ମୁଣ୍ଡଳୀ ଠାରେ ସନ୍ଧ୍ୟା…

Read More

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ଥାନୀୟ ରବିଟକିଜ ସ୍ଥିତ ଜେଏମଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ମହୋତ୍ସବରେ ସଂସ୍ଥାର ମୁଖ୍ୟ ଅମିତ କୁମାର ମିଶ୍ର ଓ ନିର୍ଦ୍ଦେଶକ ଶ୍ରୀପ୍ରିୟା ମିଶ୍ରଙ୍କ ସହ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ । ଦେଶ ସ୍ୱାଧୀନତାର ୭୫ବର୍ଷପରେ ମଧ୍ୟ ଆଜି ଅବହେଳିତ…

Read More

ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

ଓଡ଼ିଶା ହାଇକୋର୍ଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ କଟକ (ଏନ୍‌.ଏମ୍‌.) : ଓଡ଼ିଶା ହାଇକୋର୍ଟରେ ଆଜି ଆଉ ୨ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର…

Read More

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି ଭଦ୍ରକ(ଏନ୍‍.ଏମ୍‍.): ଦେଶରେ ସ୍ୱାଧୀନତା ପ୍ରାପ୍ତିର ୭୫ତମ ପୂର୍ତ୍ତି ପାଳନ ହେଉଛି । ଏହି ଅବସରରେ କୁନିକୁନି ପିଲାମାନେ ଯବାନମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଭେଟି ଦେଇ ସେମାନଙ୍କ ମଙ୍ଗଳ କାମନା କରିଥିଲେ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ସ୍ଥିତ ସାଇ ଅନନ୍ତ ଇଣ୍ଟରନ୍ୟାଶନାଲ ସ୍କୁଲ ତରଫରୁ ସ୍ୱାଧୀନତାର ୭୫ତମ ପୂର୍ତ୍ତିର ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭାରତୀୟ ଯବାନ ଭାଇ ମାନଙ୍କୁ ରାକ୍ଷୀ ଭେଟି…

Read More

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ କୋଣାର୍କ(ଏନ୍‍.ଏମ୍‍.): ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳରେ ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଶତାଧିକ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ତେବେ ବ୍ୟବସାୟୀମାନେ ଜୀବନ ଜୀବିକା ହରାଉଥିବା ଯୋଗୁଁ ଉଛେଦ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି…

Read More

ଖଣ୍ଡପଡା ଉପ ଡାକଘରେ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ

ଖଣ୍ଡପଡା ଉପ ଡାକଘରେ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ ଖଣ୍ଡପଡା(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପାଳନ ହେଉଛି । ଏହି ପରିପ୍ରେକ୍ଷୀରେ ଦେଶ ତମାମ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତା ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତେଣୁ ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ପ୍ରଶାସନସ୍ତରରେ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ଖଣ୍ଡପଡା…

Read More

ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ସେଲିବ୍ରିଟି ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ କନ୍ଦଳ ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି । କେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ତଥା ତାଙ୍କ ସହଯୋଗୀଙ୍କ ଉପରେ ଆରୋପ ଲଗାଉଛନ୍ତି ତ ଆଉ କେତେବେଳେ ଅନୁଭବ ବର୍ଷା ତଥା ତାଙ୍କ ପରିବାର ଉପରେ ପ୍ରତି ଆରୋପ ଲଗାଉଛନ୍ତି । ଫଳରେ ଏହି ବିବାଦର ସମାଧାନ ପରିବର୍ତ୍ତେ ଅଡ଼ୁଆ ବଢ଼ିବାରେ ଲାଗିଛି…

Read More

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ୱ’ କଟକ(ଏନ୍‌.ଏମ୍‌.): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟେ ଆଜି ଗୋଟିଏ ମଞ୍ଚରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ତେବେ ଉଭୟ ମୁଖ୍ୟଙ୍କ ଉପସ୍ଥିତି ରାଜ୍ୟ ପାଇଁ ଅନେକ ଉନ୍ନତି…

Read More

ଭୁବନେଶ୍ୱର ଓ କଟକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର ଓ କଟକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଆଗମନ ଯୋଗୁଁ ବିଜେପିରେ ଅପୂର୍ବ ଉନ୍ମାଦ ସୃଷ୍ଟି ହୋଇଛି । କର୍ମୀମାନେ ବେଶ ଉତ୍ସାହିତ ହୋଇ ଉଠିଛନ୍ତି । ଗତକାଲି ଶ୍ରୀ ଶାହ ଭୁବନେଶ୍ୱରରେ ପହଞ୍ôଚବା ପରେ ବିମାନବନ୍ଦର ଉତ୍ସବ ମୁଖର ହୋଇ ଉଠିଥିଲା ।ତ୍ରିରଙ୍ଗା, ପାରମ୍ପରିକ ପୋଷାକ, କଳା, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ବଜାଇ କାର୍ଯ୍ୟକର୍ତ୍ତାମାନଙ୍କ ସହ ହଜାର ହଜାର ଜନସାଧାରଣ…

Read More

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା କଟକ(ଏନ୍‌.ଏମ୍‌.): ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର ଜନ୍ମ ଶତବର୍ଷ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ଉଦ୍ ଘାଟନୀ ସଭା ସ୍ଥାନୀୟ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ…

Read More

ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି

ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି ନୂଆଦିଲ୍ଲୀ (ଏଜେନ୍ସି): ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି । ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟରେ ପରାସ୍ତ କରିଛନ୍ତି । ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା । ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫…

Read More