କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ
କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ କୁଏତ (ଏଜେନ୍ସି): କୁଏତସ୍ଥିତ ଅବୁହଲିଫାର ଦୁମ୍ ହଲ୍ରେ ଭାରତୀୟ ପ୍ରବାସୀ ପରିଷଦ ସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦିକା ଅମୃତ ପାଳିତ ହୋଇଯାଇଛି । ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ । ଏହି ସଙ୍ଗଠନ ଆନୁକୁଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ପ୍ରବାସୀ ପରିଷଦର ଅଧ୍ୟକ୍ଷ ବିନୋୟ ସେବାସ୍ତିୟାନ,…
