ଭିନ୍ନକ୍ଷମ ପ୍ରମାଣପତ୍ରରେ ଉପୁଜୁଥିବା ବିବାଦର ସମାଧାନ ପାଇଁ ମେଡିକାଲ୍ ଆସେସ୍ମେଣ୍ଟ ବୋର୍ଡ ପୁନଃଗଠିତ
ଭିନ୍ନକ୍ଷମ ପ୍ରମାଣପତ୍ରରେ ଉପୁଜୁଥିବା ବିବାଦର ସମାଧାନ ପାଇଁ ମେଡିକାଲ୍ ଆସେସ୍ମେଣ୍ଟ ବୋର୍ଡ ପୁନଃଗଠିତ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ଚିକିତ୍ସା ମୂଲ୍ୟାଙ୍କନ ବୋର୍ଡ (ମେଡିକାଲ ଆସେସ୍ମେଣ୍ଟ ବୋର୍ଡ)ର ପୁନର୍ଗଠନ କରାଯାଇଛି । ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅପିଲ୍…












