ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି
ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି କଟକ (ଏନ୍.ଏମ୍.): କୁଖ୍ୟାତ ଅପରାଧୀ ହାଇଦରକୁ ଏନକାଉଣ୍ଟର ଘଟଣାରେ ଓଏଚଆରସି (ମାନବାଧିକାର କମିଶନ) ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରରେ କମିଶନ ମାମଲା ରୁଜୁ କରିବା ସହ ଗୃହ ବିଭାଗ ଏସିଏସ୍, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି । ୪ ସପ୍ତାହ…
