ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ
ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ [caption id="attachment_3844" align="alignnone" width="185"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍): କୁହା ଯାଉଛି ରକ୍ତଦାନ ଜୀବନ ଦାନ । ଏହି ନ୍ୟାୟରେ ରାଜ୍ୟରେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥାନ୍ତି ।…












