ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ
ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ ଜଗତପୁର(ଏନ୍.ଏମ୍.): ଫେସବୁକ ଚାଟିଂରୁ ଆରମ୍ଭ ହେଲା ପ୍ରେମ । ପରେ ମନ୍ଦିରରେ ଉଭୟ ବିବାହ କଲେ । କିନ୍ତୁ ବିବାହ ହେବାର ୬ ମାସ ପରେ ଯୌତୁକ ଦାବି କରି ସ୍ୱାମୀ ଜଣକ ପତ୍ନୀଙ୍କୁ ମାନସିକ…












