ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଆଠଗଡ଼(ଏମ୍.ଏମ୍.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଠଗଡ଼ ବେଣ୍ଟପଦା ପଞ୍ଚାୟତ କେନ୍ଦୁଟୋକଲି ଶବରସାହି ଗ୍ରାମରେ ଗଣ୍ଡଗୋଳ । ଅଭିଯୁକ୍ତଙ୍କ ମରଣାନ୍ତକ ଆକ୍ରମଣ ଫଳରେ ୩ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଏ ନେଇ ଆଠଗଡ଼ ଥାନାରେ ମାମଲା ହୋଇଛି…












