ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ
ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ #ଆଠଗଡ଼(ଏନ୍.ଏମ୍.): ରାଜ୍ୟରେ ଏବେ ଦିନ ଦିନ ବୃଦ୍ଧି ପାଉଛି ବେଆଇନ ଗୋଚାଲଣ । ଏ ନେଇ ନ୍ୟାୟାଳୟ ମଧ୍ୟ ସ୍ୱତନ୍ତ୍ର କଟକଣା ଲଗାଇଥିଲେ ବି ମାନୁନାହାନ୍ତି ଗୋ ମାଫିଆ । ତେବେ ଗୋମାଫିଆମାନେ ବେଆଇନ ଭାବେ ଗୋ ଚାଲଣ କରୁଥିବାବେଳେ ପୁଲିସକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଶାସନ ଛକରେ…
