ଏସସିବିରେ ଇସିଏମ୍ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର
ଏସସିବିରେ ଇସିଏମ୍ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର କଟକ (ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସ୍.ସି.ବି)ରେ ଇସିଏମଓ ସ୍ଥାପନ କରିବା ସହ ରାଜ୍ୟରେ ଥିବା ଇସିଏମଓଗୁଡ଼ିକର ଅପରେଟର ବ୍ୟବସ୍ଥା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି…
