ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା
ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବାର ଆଶା କରାଯାଉଛି । ଭାରତ ବାୟୋଟେକ୍…
