ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ
ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ସମ୍ପ୍ରତି ଶିକ୍ଷାର ଉନ୍ନତି ପାଇଁ ସରକାର ଯଥେଷ୍ଟ ଯୋଜନା ଆରମ୍ଭ କରିଥିବାବେଳେ ଉପଯୁକ୍ତ ସମନ୍ୱୟର ଅଭାବ ଯୋଗୁଁ ଏହି ବ୍ୟବସ୍ଥା ଧିରେ ଧିରେ ଭୁଷୁଡିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟସରକାର ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଛାତ୍ରଛାତ୍ରୀ ପଢ଼ିବା ଉପରେ ଗୁରୁତ୍ୱ ଦେବାକୁ ଆକର୍ଷଣୀୟ ଯୋଜନା ଚଳାଇଛନ୍ତି । ମଧ୍ୟାହ୍ନ ଭୋଜନ, ଭୟମୁକ୍ତ ବା ଦଣ୍ଡମୁକ୍ତ ଅଞ୍ଚଳ, ଖେଳକୁଦରେ ପାଠପଢ଼ା ଭଳି…
