ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଚୌଦ୍ୱାର(ଏନ୍‍.ଏମ୍‍.): ଜନସାଧାରଣଙ୍କୁ ସୁରକ୍ଷା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଘୋଷଣା ହୋଇଥିବା ପୁଲିସ ସହାୟତା କେନ୍ଦ୍ର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ତେବେ ଏହି ପ୍ରକଳ୍ପର ବିଳମ୍ବ ସମ୍ପର୍କରେ କାହାରି ପାଖରେ ସନ୍ତୋଷ ଜନକ ଉତ୍ତର ମିଳୁନଥିବା ନେଇ ଏହି ଘୋଷଣା କେବଳ ପାଣି ଫୋଟକାଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ…

Read More

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ବାଲ୍ମୀକିନଗର ସେକ୍ଟର ୧୩ ଆଦିବାସୀ ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ଆଦିବାସୀ ସମାଜ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡେପୁଟୀ ମେୟର ସୁଶ୍ରୀ ମାଝୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଡେପୁଟି…

Read More

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି । ସିଏମସି ଅନ୍ତର୍ଗତ ୫୯ଟି ଯାକ ୱାର୍ଡ଼ରେ କିଛିନାକିଛି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରିବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବିଶେଷ କରି…

Read More

ବ୍ରଜରାଜନଗର ଉପନିର୍ବାଚନ: ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରଜରାଜନଗର ଉପନିର୍ବାଚନ: ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବ୍ରଜରାଜନଗର (ଏନ୍‌.ଏମ୍‌.): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ୧୧ତାରିଖରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେପି, ବିଜେଡି ଓ କଂଗ୍ରେସ ଶିବିରରେ ଆଜି ରାତିରୁ କର୍ମୀମାନେ ରଣ ହୁଙ୍କାର ଦେଇଛନ୍ତି । ଆସନ୍ତା ୩୧ ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର…

Read More

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଳସମ୍ପଦ ବିଭାଗ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀ ଦାସବର୍ମା ଉପସ୍ଥିତ ଯନ୍ତ୍ରୀ ତଥା ଅଧିକାରୀମାନଙ୍କୁ ଖୁବ୍‌ଶୀଘ୍ର ପ୍ରକଳ୍ପ…

Read More

ବ୍ରଜରାଜନଗର ଉପନିର୍ବାଚନ: କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ

ବ୍ରଜରାଜନଗର ଉପନିର୍ବାଚନ: କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ ବ୍ରଜରାଜନଗର(ଏନ୍‌.ଏମ୍‌.): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୪ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନେଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବ୍ରଜରାଜନଗର ଉପନିର୍ବାଚନ…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ କଟକ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇନଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ଆଜି ହାଇକୋର୍ଟରେ ଦିଆଯାଇଥିବା ସତ୍ୟପାଠରେ ଦର୍ଶା ଯାଇଛି । ଆଜି ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି କିମ୍ବା…

Read More

ବ୍ରଜରାଜନଗର ଉପନିର୍ବାଚନ: ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ

ବ୍ରଜରାଜନଗର ଉପନିର୍ବାଚନ: ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ ବ୍ରଜରାଜନଗର(ଏନ୍‌.ଏମ୍‌.): ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ଏବେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ଚଳିତ ମାସ ୩୧ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ଏହି ଅଞ୍ଚଳରେ ରାଜନୈତିକ ଉଷ୍ମତା ବେଶ ଦେଖିବାକୁ ମିଳିଛି । ଇତି ମଧ୍ୟରେ ବିଜେଡି ଓ ବିଜେପି…

Read More

ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ

ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ କଟକ(ଏନ୍‌.ଏମ୍‌.): ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଗୋଟିଏ ପଟେ ସରକାର ଭାଷଣରେ ଓ କଥାରେ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ କହୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଚାଷୀମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ସରକାର ସରକାରୀ କର୍ମଚାରୀ ଓ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ରିହାତି ଅଜାଡି…

Read More

ଇଡକୋ ଓ ସିଏମସି ମଧ୍ୟରେ କଳି ଶେଷ ହେବ କେବେ: ଇଡକୋ ନୋଟିସ ଦେଖି ଛାନିଆ ବାଲିସାହି ବସ୍ତି ବାସିନ୍ଦା

ଇଡକୋ ଓ ସିଏମସି ମଧ୍ୟରେ କଳି ଶେଷ ହେବ କେବେ: ଇଡକୋ ନୋଟିସ ଦେଖି ଛାନିଆ ବାଲିସାହି ବସ୍ତି ବାସିନ୍ଦା ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଇଡକୋ ଉଚ୍ଛେଦ ପାଇଁ ନୋଟିସ ମାରିବା ଘଟଣାକୁ ନେଇ ବାଲିସାହି ବସ୍ତି ବାସିନ୍ଦା ଛାନିଆ ହୋଇ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଇଡ଼କୋ ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବ ନାହିଁ ବୋଲି କହିବା ପରେ ବସ୍ତିବାସିନ୍ଦା ଏବେ ଆତଙ୍କିତ । ଗୋଟିଏ ପଟେ ଇଡକୋ ନିଜ…

Read More

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର କଟକ(ଏନ୍‌.ଏମ୍‌.): ଆଜି କଟକ ମହାନଗର ନିଗମ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ବିରୋଧୀ ଦଳ ନେତା ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସିଏମସି ଆୟୁକ୍ତଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା ‘ଆସାନି’ ବାତ୍ୟା ମୁକାବିଲା ପାଇଁ ପ୍ରତିକାର ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ସହରର ମୁଖ୍ୟନାଳ ବକ୍ସି ବଜାର…

Read More

ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଅନଲାଇନକୁ ବିରୋଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଅନଲାଇନକୁ ବିରୋଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ନିର୍ମାଣ ଶ୍ରମିକ ପଞ୍ଜିକରଣ, ସମସ୍ତ ସହାୟତା ଆବେଦନକୁ ଅନଲାଇନ କରିବା ବିରୁଧ୍ୟରେ କଟକ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରମଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ଏ ନେଇ କଟକ ଜିଲ୍ଲା ନିର୍ମାଣ ଶ୍ରମିକ ସଂଗଠନ ସମନ୍ୱୟ କମିଟି ପକ୍ଷରୁ କଟକ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ସମ୍ମୁଖରେ…

Read More