ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ
ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ ଆଠଗଡ(ଏନ୍.ଏମ୍.): ସମବାୟ ସମିତି ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ଅତୀତରେ ଅନେକ ଦୁର୍ନୀତି କରିଥିଲେ ମଧ୍ୟ କିଛି ରାଜନୈତିକ ଦଳର ଛତ୍ରଛାୟାତଳେ ଏମାନେ ବାରମ୍ବାର ନିର୍ବାଚିତ ହେବା ଘଟଣାକୁ ବହୁ ସଦସ୍ୟ ନାପସନ୍ଦ କରିଛନ୍ତି । ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ଆଠଗଡ଼ ଅଞ୍ଚଳର…
