ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର

ସିଏମସି ୪୮ ନମ୍ବର ୱାର୍ଡ଼ ଜଗତପୁରରେ ୬ ପ୍ରାର୍ଥିନୀଙ୍କ ଟକ୍କର କଟକ(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ମୋଟ ୬ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥି ମଧ୍ୟରୁ ବିଜେଡି, ବିଜେପି, କଂଗ୍ରେସ ଓ ୩ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ପ୍ରାର୍ଥିନୀଙ୍କ ମଧ୍ୟରେ ପ୍ରଚାର ଟକ୍କର ଆରମ୍ଭ ହୋଇଛି । ସେଥିମଧ୍ୟରୁ ମୁଖ୍ୟତଃ ଶାସକ ଦଳ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶ, ଲୋକଙ୍କ ସେବାକୁ…

Read More

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ

ପୌର ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍‌.ଏ.ସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପରୋକ୍ତ ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାନ୍ତିଙ୍କ…

Read More

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା ଜଗତପୁର (ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଚି । ଏହି ପରିପେକ୍ଷୀରେ ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ ସ୍ଥିତ ନିମପୁର କୃଷ୍ଣେଶ୍ୱର ଦୋଳ ସଭା ମଣ୍ଡପ ଓ ୪୯ନମ୍ବର ୱାର୍ଡର ତ୍ରୀନାଥ ସାହି ଆଦିବାସି ବସ୍ତି ପାଶ୍ୱର୍ ପଡିଆରେ ବିଜେଡିର ନିର୍ବାଚନୀ ସଭା ଅନୁଷ୍ଟିତ ହୋଇଯାଇଛି । ନିମପୁର କୃଷ୍ଣେଶ୍ୱର ମନ୍ଦିର ପାଶ୍ୱର୍ ପଡିଆରେ…

Read More

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ ଭୁବନେଶ୍ୱର(ଏନ୍‌.ଏମ୍‌.) : ତ୍ରିସ୍ତରୀୟ ନିର୍ବାଚନ ପରେ ଆୟୁକ୍ତଙ୍କ ନିର୍ଦ୍ଦେଶାନୁଯାୟୀ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥର ବିଜେଡି ହାତରେ ରହିଛି ସମସ୍ତ ଜିଲ୍ଲପରିଷଦ ଅଧ୍ୟକ୍ଷ ଆସନ । ସୂଚନା ଅନୁଯାୟୀ, ଅନୁଗୋଳ- ବବିତା ପ୍ରଧାନ (ବିଜେଡି), ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି), ବଲାଙ୍ଗିର- ଦେବକୀ ସାହୁ (ବିଜେଡି), ବରଗଡ଼- ମାନିନୀ ଭୋଇ (ବିଜେଡି)ଲେଶ୍ୱର- ନାରାୟଣ ପ୍ରଧାନ…

Read More

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମେନାଭାବ ପ୍ରଦଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କେଠାର ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଦଳ ପକ୍ଷରୁ…

Read More

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର(ଏନ୍‌.ଏମ୍‌.): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥସେବାର ୧୯ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇ ଆଜି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କିପରି ଓ କେଉଁ ପ୍ରକାରରେ ହିସାବ ରଖିବେ ଏବଂ ପ୍ରାର୍ଥୀ/ପ୍ରାର୍ôଥନୀମାନେ…

Read More

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା, ପାତର ଅନ୍ତର ନୀତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ତରରେ ଚର୍ଚ୍ଚା ଆଲୋଚନା ବିଫଳ ହେବା ପରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ଜରିଆରେ ଶ୍ରମ ଆୟୁକ୍ତ, ଓଡ଼ିଶା ସରକାରଙ୍କୁ…

Read More

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି ଭୁବନେଶ୍ୱର(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ-ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି-ଉପସଭାପତି ପଦବୀଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଗତ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ମାର୍ଚ୍ଚ ୧୨ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ…

Read More

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା କଟକ (ଏନ୍‌.ଏମ୍‌.): ପୂର୍ବତନ ରାଜ୍ୟ ଯୁବ ଜନତା ଦଳର ସାଧାରଣ ସଂପାଦକ ଅଶି ଦଶକର ଲଢୁଆ ଛାତ୍ର ନେତା ଆଇନଜୀବୀ ସତ୍ୟ ମହାନ୍ତି ଏବଂ କଟକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଫିରୋଜ ଖୁଣ୍ଟିଆ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେଲଟର ଛକ ସ୍ଥିତ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଇଂ….

Read More

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ : ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର କଟକ(ଏନ୍‌.ଏମ୍‌.): ସିଏମସି ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ତେବେ ୫୯ଟି ୱାର୍ଡ଼ ବିଶିଷ୍ଟ କଟକ ମହାନଗର ନିଗମରେ ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଶେଷ କରି ବିଭିନ୍ନ ଦଳରୁ ଟିକେଟ ପାଇବା ପାଇଁ ଆଶା ରଖିଥିବା ପ୍ରାର୍ଥୀମାନେ ଟିକେଟ ପାଇବା…

Read More

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର କୋଣାର୍କ(ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ପୌର ନିର୍ବାଚନ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ ତାରିଖରେ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ । ନିମାପଡାର…

Read More

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ କଟକ (ଏନ.ଏମ୍‌.): ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆଜି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସଇଦାନୀବଗିଚା ସ୍ଥିତ କଂଗ୍ରେସ କାର‌୍ୟ୍ୟାଳୟ ପରିସରରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ପୌରହିତ୍ୟ କରି ଆଗାମୀ ପୌର ନିର୍ବାଚନରେ ୨୦୧୯ ସାଧାରଣ ନିର୍ବାଚନର ସଫଳତାକୁ ପୁନଃ ପ୍ରତିଫଳିତ କରିବା ପାଇଁ ୱାର୍ଡ…

Read More