ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା

ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା କଟକ(ଏନ୍‌.ଏମ୍‌.): ମୁଣ୍ଡଳି ଟ୍ରାଜେଡ଼ି ଘଟଣାରେ ଗୁରୁତର ଆହତ ହୋଇଥିବା ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା ଆଜି ସୁସ୍ଥ ହୋଇ କଟକ ବଡ଼ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡିସଚାର୍ଜ ହେବା ଅବସରରେ ସେ ଅତି ଭାବବିହ୍ୱଳ ହୋଇ ପଡ଼ିବା ସହ ଅରିନ୍ଦମଙ୍କ କଥା ମନେ ପକାଇ କାନ୍ଦିପକାଇଥିଲେ । ସେ କହିଲେ ଯେ, ‘ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା…

Read More

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ‘ବିଚାର ବ୍ୟବସ୍ଥା ପିପୁଲ ଫ୍ରେଣ୍ଡଲି ହେବା ଜରୁରୀ’ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାରେ ୭୪ବର୍ଷ ପରେ ବି’ ଅନେକ ଲୋକ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପସନ୍ଦ ନକରି ପୁରୁଣାକାଳିଆ ଜୀବନ ବଞ୍ଚିବାକୁ ଭଲ ପାଉଛନ୍ତି । ସେହିପରି ଭାରତୀୟ ଆଇନର ଭାଷା ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିସହ ଭାରତୀୟ ବିଚାର ବ୍ୟବସ୍ଥା ଯେଭଳି ରହିଛି ସେଥିରେ ଜଣେ ସାଧାରଣ…

Read More

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳ କଜଳକଣାସ୍ଥିତ ଇଡ଼କୋର ଗୋପାଳପୁର ଶିଳ୍ପାଞ୍ଚଳରେ ଏକଦା ଛୋଟବଡ଼ ହୋଇ ବହୁ ଶିଳ୍ପ ଗଢ଼ି ଉଠିଥିବାବେଳେ ପରବର୍ତ୍ତି ସମୟରେ ସମସ୍ତ ଶିଳ୍ପ ବନ୍ଦ ହୋଇ ଏହା ଶିଳ୍ପଶୂନ୍ୟ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ଉକ୍ତ ସ୍ଥାନରେ ଏକ ଟସର ସୂତା ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିବାରୁ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ ଏହି କାରଖାନା ଚାଲୁ ହେବା ଫଳରେ…

Read More

୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ

୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ ବାଳକରେ ରାଜସ୍ଥାନ, ବାଳିକାରେ ତେଲେଙ୍ଗାନା ଚାମ୍ପିଅନ ବେସବଲ-୫ରେ ବାଳିକାରେ ଓଡ଼ିଶାକୁ ସ୍ୱର୍ଣ୍ଣ କଟକ(ଏନ୍‌.ଏମ୍‌.): ୩୩ତମ ସବ-ଜୁନିୟର ସଫ୍ଟବଲ ଚାମ୍ପିଅନସିପ ପ୍ରତିଯୋଗିତା ଉଦଯାପତି ହୋଇଯାଇଛି । ସେହିପରି ପ୍ରଥମ ବେସବଲ-୫ ଚାମ୍ପିଅନସିପ ଶେଷ ହୋଇଛି । ବେସବଲ-୫ ପ୍ରତିଯୋଗିତାର ବାଳିକାରେ ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ ହାତେଇଛି । ସପ୍ଟବଲ ବାଳକରେ ରାଜସ୍ଥାନ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକାରେ ତେଲେଙ୍ଗାନା ଦଳ ପ୍ରଥମ ହୋଇଛି । ଅନ୍ୟପକ୍ଷର ବେସବଲ-୫ର…

Read More

ପ୍ରେମ ଓ ପ୍ରତାରଣା ପରେ ଜେଲରେ ବିବାହ କଲେ ପ୍ରେମିକାଙ୍କୁ

ପ୍ରେମ ଓ ପ୍ରତାରଣା ପରେ ଜେଲରେ ବିବାହ କଲେ ପ୍ରେମିକାଙ୍କୁ ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ଜେଲ ଦଣ୍ଡ ଭୋଗ କରୁଥିବା ପ୍ରେମିକ ଶେଷରେ ପ୍ରେମିକାକୁ ବିବାହ କରିଛି । ଫଳରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜି ଅଭିଯୋଗକାରିଣୀ ପ୍ରେମିକା ସହ ଅଭିଯୁକ୍ତ ପ୍ରେମିକଙ୍କ ବିବାହ ସମ୍ପନ୍ନ ହୋଇଛି । ଚୌଦ୍ୱାର ଜେଲରେ ପୂର୍ବରୁ ଏହି ଭଳି ୩ଜଣ ଅଭିଯୁକ୍ତ ପ୍ରେମିକଙ୍କ ବିବାହ ହୋଇଥିବାବେଳେ ଏଥର ଚତୁର୍ଥ ଥର ପାଇଁ ବିବାହ ଉତ୍ସବ ହୋଇଥିଲା…

Read More

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି

ଡାକ୍ତରଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟମାନେ ବି ଦେଇ ପାରିବେ ଔଷଧ: ଜାଣନ୍ତୁ କେଉଁ କେଉଁ ରୋଗର ଚକିତ୍ସା କରିବାକୁ ମିଳିଲା ଅନୁମତି ଭୁବନେଶ୍ୱର (ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସ୍ୱାସ୍ଥ୍ୟସେବା ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଏକ ବିକଳ୍ପ ପନ୍ଥା ଅବଲମ୍ବନ କରିଛନ୍ତି । ଏଥର ଫାର୍ମାସିଷ୍ଟମାନେ ମଧ୍ୟ ଔଷଧ ଦେଇ ପାରିବେ ବୋଲି…

Read More

ନାନ୍ଦୋଳ ପଞ୍ଚାୟତ କମିଟିର ବୈଠକ ଓ ମିଶ୍ରଣ ପର୍ବ

ନାନ୍ଦୋଳ ପଞ୍ଚାୟତ କମିଟିର ବୈଠକ ଓ ମିଶ୍ରଣ ପର୍ବ କଟକ (ଏନ୍‌.ଏମ୍‌.): ଆଜି ବିଜେପିର ସଲେପୁର ବ୍ଲକ୍ ଅନ୍ମର୍ଗତ ନାନ୍ଦୋଳ ପଞ୍ଚାୟତର ସାଙ୍ଗଠନିକ ବୌଠକ ଅନଷ୍ଠିତ ହୋଇଯାଇଛି । ଏଥିରେ ଆୟୋଯିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ଭାଜପାର କଟକ ଜିଲ୍ଲା ସଭାପତ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସଂଗଠନକୁ ମଜବୁତ କରିବା ସହ ପଞ୍ଚାୟତର ବିଜେପି ସଭାପତି ଭାବେ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଘୋଷଣା କରିବା ସହ ଯୁବଗୋଷ୍ଠୀଙ୍କୁ ଏକତ୍ର କରି ଭାଜପାର ସ୍ଥିତିଦୃଢ…

Read More

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା ଜଗତପୁର(ଏନ୍‌.ଏମ୍‌.): ‘ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜଗତପୁର ୪୮ନଂ ୱାର୍ଡ ଅଫିସ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ କଟକ କମିଶନରେଟ ପୋଲିସର ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟବିବେଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜଗତପୁର ଥାନାର ଆଇଆଇସି ରବିନ୍ଦ୍ରନାଥ ମେହେରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ କଟକ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୟନ୍ତୀ ଅବସରରେ ନଦୀ ବନ୍ଦନ, ନଦୀ ପୂଜନ, ନଦୀ ନିର୍ମଳ ପାଇଁ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଡଗଡ଼ିଆ ଘାଟ ଠାରେ ମହାନଦୀ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳ ଶକ୍ତି…

Read More

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଖୁବଶୀଘ୍ର ‘ବୈଦ୍ୟୁତିକ ଯାନ ପାଣ୍ଠି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟୁତଚାଳିତ ଯାନ କିଣୁଥିବା ଗ୍ରାହକଙ୍କୁ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଏହି ପ୍ରୋତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତଚାଳିତ ଦୁଇଚକିଆ ଗାଡ଼ି କିଣିଲେ ଗ୍ରାହକଙ୍କୁ ଗାଡ଼ି…

Read More

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି କଟକ(ଏନ୍‌.ଏମ୍‌.): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତଃ ଘଟିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମା’ଙ୍କ ପୂଜା କରାଯିବ…

Read More

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ #ନରସିଂପୁର(ଏନ୍‌.ଏମ୍‌.): ସ୍ଥାନୀୟ ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ ହୋଇଯାଇଛି । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୋଠଘରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର…

Read More