ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ

‘ଆଡଭାଣ୍ଟେଜ୍ ଅନୁଗୋଳ’ କାର୍ଯ୍ୟକ୍ରମ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ ଭୁବନେଶ୍ୱର/ଅନୁଗୋଳ(ଏନ୍‌.ଏମ୍‌.): ଅନୁଗୋଳ ଜିଲ୍ଲାସ୍ତରୀୟ ପୁଞ୍ଜିନିବେଶ ପ୍ରୋତ୍ସାହନ କର୍ମଶାଳା(ଆଡ୍ ଭାଣ୍ଟେଜ୍‌-ଅନୁଗୋଳ)ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ)ର ପ୍ରତିଷ୍ଠା ସହ ବିଭିନ୍ନ କ୍ଷେତ୍ରରେ ଅର୍ଥର ଉପଯୁକ୍ତ ବିନିଯୋଗ ପୂର୍ବକ ଶିଳ୍ପର ନିରନ୍ତର ବିକାଶ ଉପରେ ବିସ୍ତୃତ ଆଲୋଚନା…

Read More

ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ

ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: ଜାଗା ଚିହ୍ନଟରେ ଅଟକି ଯାଇଛି ଫାଇଲ କ୍ଲବ ଓ କମ୍ୟୁନିଟି ସେଣ୍ଟରରେ ଚାଲିଛି ଶିଶୁଙ୍କ ବୌଦ୍ଧିକ ବୃଦ୍ଧି! ଜଗତପୁର(ଏନ୍‌.ଏମ୍‌.): ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟି ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏସବୁ ଯୋଜନା କେବଳ ଫାଇଲର ନାଲିଫିତା ତଳେ ଚାପି ହୋଇ ରହିଯାଉଛି । ମାତୃ ଓ ଶିଶୁ ହାର ହ୍ରାସ କରିବା, ଶିଶୁମାନଙ୍କ ଶାରିରୀକ ଓ ବୌଦ୍ଧିକ ବିକାଶ କରିବା…

Read More

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ

ସିସିଟିଭିରୁ ଜଣାପଡ଼ିଲା: ଜଗତପୁର ଅଞ୍ଚଳରେ ଗାଈ ଲୁଟେରାଙ୍କ ଆତଙ୍କ ଜଗତପୁର(ଏନ୍‌.ଏମ୍‌.): କଟକରେ ଏବେ ଗାଈ ଚୋରଙ୍କ ଆତଙ୍କ ବୁଦ୍ଧି ପାଇଛି । ନିସ୍ତବ୍ଧ ରାତିରେ ରାସ୍ତାଉପରୁ ଦୁବୃର୍ତ୍ତମାନେ ଗାଇମାନଙ୍କୁ ଉଠାଇ ନେଉଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଥାନା ପକ୍ଷରୁ ପିସିଆର ଭ୍ୟାନ ଯୋଗେ ଜୋରଦାର ପଇଁତରା ମରାଯାଉଥିବାବେଳେ ଏଭଳି ଚୋରି ପୁଲିସର ପାରିବା ପଣିଆ ଉପରେ ସନ୍ଦେହ ସୃଷ୍ଟି କରିଛି । କିଛି ଦିନ ତଳେ କଟକ ସିଡିଏ…

Read More

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି ଜଗତସିଂହପୁର (ଏନ୍‌.ଏମ୍‌.): ତିର୍ତ୍ତୋଲ ବ୍ଲକ ଅଧୀନ ମହାନଦୀରେ ତାର୍ତ୍ତୋଲ ଠାରୁ କୃଷ୍ଣାନନ୍ଦପୁର ଓ ପାଇକା ନଦୀର କୋଲର ପଞ୍ଚାୟତ କେଶରଡ଼ା ଠାରୁ କୃଷ୍ଣାନନ୍ଦପୁର, ତାର୍ତ୍ତୋଲ ଠାରୁ ହଂସୁରା ବାଲିକଣି ଓ କୋଲର ପଞ୍ଚାୟତ କେଶରଡ଼ା ଠାରୁ ଉକୁସାହିଠାରେ ମଣିଜଙ୍ଗା ଜଳସମ୍ପଦ ଅଧୀନରେ ଚାଲିଛି ପଥର ପ୍ୟାକିଙ୍ଗ, ସ୍ପରିଙ୍ଗ କାର୍ଯ୍ୟ । ଏହି କମରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀ…

Read More

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାରେ ଉଠା ଜଳ ସେଚନ ପ୍ରକଳ୍ପ ପାଇପି ବିଛା ଓ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଧୀନରେ କରାଯାଉଥିବା ଉଠାଜଳସେଚନ ଯୋଜନରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ହେଉଥିବା ନେଇ ସୂଚନା ମିଳିଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଫିସର ଓ ଠିକାଦାରଙ୍କ ସଲାସୁତୁରାରେ ଅତ୍ୟନ୍ତ ନିମ୍ନମାନର ପାଇପି ବିଛା ହେବ…

Read More

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି ଆଠଗଡ଼(ଏନ୍‌.ଏମ୍‌.): ୫୫ ନମ୍ବର ଜାତୀୟ ରାଜପଥକୁ ଲାଗି ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ଅସୁଛି । ଏଠାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି । ଏହି ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାର ଆବଶ୍ୟକ ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଅନଶନ ଧର୍ମଘଟ ଓ ରାସ୍ତାରୋକ କରି…

Read More

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା ‘ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ରହିବା ଆବଶ୍ୟକ’: ଖାଉଟି କଲ୍ୟାଣ ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ବଜାୟ ରଖିବା ନିମନ୍ତେ ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯ର କିଛି ଧାରାରେ ଦଣ୍ଡ କୋହଳ ସଂଶୋଧନ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମାର ଆବଶ୍ୟକତା ରହିଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ କର୍ମଶାଳାରେ ଯୋଗଦେଇ ଖାଦ୍ୟଯୋଗାଣ…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ନଳକୂପ ଅଚଳ, ଜଳକ୍ଲିଷ୍ଟରେ ସିଏମସି ବାସିନ୍ଦା

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ନଳକୂପ ଅଚଳ, ଜଳକ୍ଲିଷ୍ଟରେ ସିଏମସି ବାସିନ୍ଦା ଜଗତପୁର(ଏନ୍‌.ଏମ୍‌.): କଟକ ସହର ଭଳି ରାଜ୍ୟର ଗୋଟିଏ ଅଗ୍ରଣୀ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ରେ ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ôଚତ ହେଉଥିବାବେଳେ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛନ୍ତି । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ୨ଟି ନଳକୂଅ ଅଚଳ ହୋଇଥିଲେ ମଧ୍ୟ ଏହାର ମରାମତି କରାଯାଉ ନାହିଁ । ସେହିଭଳି…

Read More

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ଭୁବନେଶ୍ୱର (ଏନ୍‌.ଏମ୍‌.): ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭତ୍ତା ହିତାଧିକାରୀମାନେ ଏହି ସହାୟତା ସେମାନଙ୍କ…

Read More

ବ୍ରଜରାଜନଗର ଉପନିର୍ବାଚନ: କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ

ବ୍ରଜରାଜନଗର ଉପନିର୍ବାଚନ: କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ ବ୍ରଜରାଜନଗର(ଏନ୍‌.ଏମ୍‌.): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୪ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନେଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବ୍ରଜରାଜନଗର ଉପନିର୍ବାଚନ…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ କଟକ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇନଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ଆଜି ହାଇକୋର୍ଟରେ ଦିଆଯାଇଥିବା ସତ୍ୟପାଠରେ ଦର୍ଶା ଯାଇଛି । ଆଜି ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି କିମ୍ବା…

Read More

ବ୍ରଜରାଜନଗର ଉପନିର୍ବାଚନ: ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ

ବ୍ରଜରାଜନଗର ଉପନିର୍ବାଚନ: ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ ବ୍ରଜରାଜନଗର(ଏନ୍‌.ଏମ୍‌.): ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ଏବେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ଚଳିତ ମାସ ୩୧ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ଏହି ଅଞ୍ଚଳରେ ରାଜନୈତିକ ଉଷ୍ମତା ବେଶ ଦେଖିବାକୁ ମିଳିଛି । ଇତି ମଧ୍ୟରେ ବିଜେଡି ଓ ବିଜେପି…

Read More