କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ
କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ସିମେଣ୍ଟ କମ୍ପାନୀ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍ଚରିଂ ୱାର୍କ୍ସ’ ପରିସରରେ ଆଜି ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଛି । ୩ ମାସର ପାଉଣାରୁ ବଞ୍ôଚତ ଶତାଧିକ ଶ୍ରମିକ ପେଟ ପାଇଁ କମ୍ପାନୀ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଧାରଣରେ ଚର୍ଚ୍ଚାକୁ ଆସିଛି…
