ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍
ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍ #ଭୁବନେଶ୍ୱର/ଆଠଗଡ଼(ଏନ୍.ଏମ୍.): ଛତିଶଗଡ଼ ଏବଂ ଓଡ଼ିଶାରେ ଭାରି ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଉଦ୍ବୁଦ ଜଳ ମହାନଦୀରେ ଛଡ଼ା ଯାଉଛି । ଏହି ପରିପ୍ରେକ୍ଷୀରେ ହୀରାକୁଦର ତଳମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଉପନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇ ମହାନଦୀରେ ବନ୍ୟାଜଳ ମିଶୁଛି । ତେଣୁ…
