ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ? ଜଗତପୁର(ଏନ୍‌.ଏମ୍‌.): ରାଜ୍ୟ ବ୍ୟାପୀ ଗ୍ରୀଷ୍ମପ୍ରଭାହ କ୍ରମଶଃ ଅସହ୍ୟ ହେଉଥିବାବେଳେ ଏଥିରୁ କେହି ନିସ୍ତାର ପାଉନାହାଁନ୍ତି । ମଧ୍ୟାହ୍ନ ସମୟରେ ଟାଣ ଖରାରେ ଘରୁ ବାହାରିବା ପାଇଁ ଅନେକ ଲୋକ ମୁଣ୍ଡରେ ଗାମୁଛା ପକାଇ ଯାଆସ କରୁଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ପ୍ରଶାସନ ପକ୍ଷରୁ କେବଳ ଅଂଶୁଘାତ ମୁକାବିଲା ପାଇଁ ବୈଠକ କରାଯାଇଥିଲେ ବି ଜଗତପୁର ଅଞ୍ଚଳରେ…

Read More

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ କୋଣାର୍କ (ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସ୍ଥିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଶାକର୍ମୀମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ମହାମାରୀ କରୋନା ସମୟରେ ସମସ୍ତେ ସୁରକ୍ଷିତ ରହିବାକୁ ଉଦ୍ୟମ କରୁଥିବାବେଳେ…

Read More

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି । ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା…

Read More

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଅଶାନ୍ତି, ବିଭିନ୍ନ ସମସ୍ୟା ନେଇ ଧାରଣା କଟକ(ଏନ୍‌.ଏମ୍‌.): ବିଦ୍ୟାଧରପୁର ସ୍ଥିତ କେନ୍ଦ୍ର ସରକାରଙ୍କର ଜାତୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନରେ ଆଜି ଶୁକ୍ରବାର ଦିନ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ଏଥିରେ କାର୍ଯ୍ୟରତ ଶ୍ରମିକ ମାନେ ବିଭିନ୍ନ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଯେଉଁ ନୀତି ଓ ନୀୟମ ଧାର୍ଯ୍ୟ କରିଛନ୍ତି, ତାହାକୁ ଧାନ ଗବେଷଣା…

Read More

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ କାମାକ୍ଷାନଗର(ଏନ.ଏମ୍‌.): ଦିନକୁ ଦିନ ହାତୀମାନେ ଗ୍ରାମାଭିମୁଖୀ ହେବା ସହ ବହୁ ଧନଜୀବନ କ୍ଷତି କରୁଛନ୍ତି । ଏପରିକି ଅନ୍ଧାର ରାତିରେ ତାଣ୍ଡବ ସୃଷ୍ଟି କରିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏପରିକି କାମାକ୍ଷାନଗର ଅଞ୍ଚଳରେ ବାପପୁଆ ହାତୀ ଆକ୍ରମଣର ଶିକାର ହୋଇ ପୁଅର ମୃତ୍ୟୁ ହୋଇଥିବାବେଳେ ବାପ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…

Read More

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର କୁଜିବର ଗ୍ରାମ ସ୍ଥିତ ଭରାଣ୍ଡି ହୁଡ଼ାରେ ଦୁଇଟି ଦନ୍ତାହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଟିଏମ୍ କଲୋନୀ ଠାରୁ ଯାଜଭୈରବ ନୂଆଗାଁ ଦେଇ କୁଜିବରକୁ ଲାଗିଥିବା ଏହି ରାସ୍ତାରେ ଦୈନିକ ବହୁ ଯାତ୍ରୀ ଯିବା ଆସିବା କରୁଥିବାବେଳେ ହାତୀର ଉପସ୍ଥିତି ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଏହି ଅଞ୍ଚଳକୁ…

Read More

ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ସମସ୍ତ ଧାନ ମଣ୍ଡି ଗୁଡିକରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଆଜି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୦୪ ତାରିଖ ଠାରୁ ୦୭ତାରିଖ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଯାଇ ସେ ଚାଷୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା…

Read More

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହେବା ସହ ବ୍ୟାପକ ଧନ ଜୀବନ କ୍ଷତି କରିଛନ୍ତି । ତେବେ ପୁଣି ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଭୟଭୀତ…

Read More

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ ପରିଷଦ କାମ କରୁଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟକ୍ଷମ ହେଲା କ୍ଷେତ୍ର କାର୍ଯ୍ୟାଳୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପଶ୍ଚିମାଞ୍ଚଳ ବିକାଶ ପରିଷଦର ୫୮ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ୫୭ତମ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଥିଲା । ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ ଗୋଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି । ଏଗୁଡ଼ିକୁ ଅଧିକ ମାନବସମ୍ବଳ ଯୋଗାଇ…

Read More

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ସର୍ବଭାରତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ…

Read More

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅତିଷ୍ଠ କଲାଣି ହିମ ପ୍ରଭାବ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ପ୍ରାୟ ୩.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦…

Read More

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବ୍ଲକର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ (ଟି)ଅକ୍ଷର ସଦୃଶ ହୋଇଥିବାବେଳେ ଏଭଳି ସେତୁ ରାଜ୍ୟର ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି ସେତୁ ନିର୍ମାଣ ପାଇଁ ୧୧୧ କୋଟି ଟଙ୍କା ବ୍ୟୟ କରାଯାଇଛି ।…

Read More