ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ
ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ପ୍ରତ୍ୟେକ ନାଗରିକ ପାଇଖାନା ବ୍ୟବହାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ‘ସ୍ୱଚ୍ଛଭାରତ ମିଶନ୍’ । ପାଇଖାନା ନିର୍ମାଣ ନିମନ୍ତେ ୧୨ହଜାର ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଯୋଜନା କାର୍ଯ୍ୟକାରୀ ହେଉଥିବା ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରମ ଭଳି ବ୍ଲକକୁ ବାହ୍ୟ ମଳମୁକ୍ତ ବ୍ଲକ ବୋଲି ଘୋଷଣା କରାଯାଉଛି ।…
