Category: ଅପରାଧ

ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟବିଭାଗ

ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟବିଭାଗ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣକୁ ବିଭିନ୍ନ ସାମଗ୍ରୀ ଯୋଗାଇ ଆସୁଥିବା ରାଜ୍ୟର ମୁଖ୍ୟ ବ୍ୟବସାୟର ପେଣ୍ଠସ୍ଥଳ ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି…

ଜବତ ବାଣ ନିଷ୍କ୍ରିୟ କଲା ବେଳେ ବିସ୍ପୋରଣ: ଜଣେ ହାବିଲଦାର ମୃତ

ଜବତ ବାଣ ନିଷ୍କ୍ରିୟ କଲା ବେଳେ ବିସ୍ପୋରଣ: ଜଣେ ହାବିଲଦାର ମୃତ କଟକ(ଏନ୍‌.ଏମ୍‌.): ବେଆଇନ ବାଣ ଜବତ ବେଳେ ପୁଲିସ ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଉଥିଲା । ମାତ୍ର ଏହି ସମୟରେ ଭୟଙ୍କର ବିସ୍ପୋରଣ ଘଟି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ବ୍ରହ୍ମପୁର(ଏନ୍‌.ଏମ୍‌.): ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ପୁଲିସ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର…

ରାଜଧାନୀରୁ ଜବତ ହେଲା ୫ କୋଟି ଟଙ୍କା: ଯାଜପୁରର ଜଣେ ବିଜେଡି ନେତାଙ୍କ ପାଖ ଲୋକଙ୍କର ବୋଲି ଚର୍ଚ୍ଚା

ରାଜଧାନୀରୁ ଜବତ ହେଲା ୫ କୋଟି ଟଙ୍କା: ଯାଜପୁରର ଜଣେ ବିଜେଡି ନେତାଙ୍କ ପାଖ ଲୋକଙ୍କର ବୋଲି ଚର୍ଚ୍ଚା ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନ ନିମନ୍ତେ ସବୁଠି ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଅଞ୍ଚଳରୁ ଜବତ ହୋଇଛି…

କିରାଣୀ ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ

କିରାଣୀ ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡା ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି । ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ ଜଣେ ମହିଳାଙ୍କଠାରୁ ଲାଞ୍ଚ…

ଚାକିରି ଲୋଭ ଦେଖାଇ ୨ କୋଟି ଚଳୁ କରି ଗିରଫ ହେଲା ମହାଧୂର୍ତ୍ତ

ଚାକିରି ଲୋଭ ଦେଖାଇ ୨ କୋଟି ଚଳୁ କରି ଗିରଫ ହେଲା ମହାଧୂର୍ତ୍ତ #ବାଲେଶ୍ୱର(ଏନ୍‌.ଏମ୍‌.): ଆଜିର ଶିଖିତ ସମାଜରେ ଏଭଳି ଲୋକେ ଠକାମୀରେ ପଡ଼ନ୍ତି; ଆଉ ମିଠା କଥା କହି ଆକାଶ ବୁଲା ପ୍ରତିଶ୍ରୁତି ଦେଇ ଲୋକେ ଠକି ପାରନ୍ତି ।…

ଇଡିର ଅଭିଯୋଗ: ଜାମିନ ପାଇଁ ପ୍ରଚୁର ଆମ୍ବ ଓ ମିଠା ଖାଇ ରକ୍ତରେ ସର୍କରା ବଢ଼ାଉଛନ୍ତି କେଜ୍ରିୱାଲ

ଇଡିର ଅଭିଯୋଗ: ଜାମିନ ପାଇଁ ପ୍ରଚୁର ଆମ୍ବ ଓ ମିଠା ଖାଇ ରକ୍ତରେ ସର୍କରା ବଢ଼ାଉଛନ୍ତି କେଜ୍ରିୱାଲ #ନୂଆଦିଲ୍ଲୀ(ଏଜେନ୍ସି): ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି…

ଟାଉନ ଥାନା ପୋଲିସର ଚଢାଉ: ୭୯ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ

ଟାଉନ ଥାନା ପୋଲିସର ଚଢାଉ: ୭୯ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଏକ ବିଶେଷ ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯିବା ଫଳରେ ୭୯ଲିଟର ୨୦୦ମିଲି ଲିଟର ବିଦେଶୀ ମଦ…

ଅବକାରୀ ବିଭାଗ ପକ୍ଷରୁ ୨୫ କ୍ୟୁଣ୍ଟାଲ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ, ୧ଗିରଫ

ଅବକାରୀ ବିଭାଗ ପକ୍ଷରୁ ୨୫ କ୍ୟୁଣ୍ଟାଲ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ, ୧ଗିରଫ #ପାଟଣାଗଡ଼(ଏନ୍‌.ଏମ୍‌.): ପାଟଣାଗଡ଼ ଅଞ୍ଚଳରେ ବେଆଇନ ମହୁଲ ଚାଲଣ ସମୟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଛି । ବିଭାଗୀୟ ଅଧିକାରୀ ଉକ୍ତ ମହୁଲ ବୋଝେଇ ବଲୋରୋ ପିକଅପ…

କଟକ ସହରରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଗଲା ଜୀବନ!

ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଗଲା ଜୀବନ! ଏତେ ଛୋଟ ଡ୍ରେନ ଆଉ କମ୍ ପାଣିରେ ଯିବନି ଜୀବନ, ବ୍ୟବଛେଦ ରିର୍ପୋଟର ଆସିଲେ ସ୍ପଷ୍ଟ ହେବ – ସିଏମସି ମେୟର #କଟକ(ଏନ୍‌.ଏମ୍‌.): କଟକ ସହର ଏବେ ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ଚାଲିଥିବାବେଳେ…

୩ ସନ୍ତାନ ଥିବା ତମିଆଁ ସରପଞ୍ଚଙ୍କ ପଦବୀରୁ ବହିଷ୍କାର ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ଧାରଣା

୩ ସନ୍ତାନ ଥିବା ତମିଆଁ ସରପଞ୍ଚଙ୍କ ପଦବୀରୁ ବହିଷ୍କାର ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ଧାରଣା #ପାଟଣାଗଡ଼ (ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ସରପଞ୍ଚ ତେହେରା ବିବିଙ୍କ ତିନି ସନ୍ତାନ ଥିବାରୁ ପାଟଣାଗଡ଼ ସିଭିଲ ଜଜ…

୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କରେ ଆରଟିଆଇ କପିକୁ ଜାଲ ବୋଲି କହିଲେ ପୁଲିସ କମିଶନର

୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କରେ ଆରଟିଆଇ କପିକୁ ଜାଲ ବୋଲି କହିଲେ ପୁଲିସ କମିଶନର #ଭୁବନେଶ୍ୱର (ଏନ୍‌.ଏମ୍‌.): ପୁଲିସ କମିଶନରଙ୍କ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗୋଟିଏ ପଟେ ସୂଚନାଅଧିକାର କର୍ମୀମାନେ…