କଟକରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ
କଟକରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ ଖୁବ ଶୀଘ୍ର ଓଡ଼ିଶାରେ ଚାଲିବ ବନ୍ଦେ ଭାରତ ଟ୍ରେନ୍ -ଧର୍ମେନ୍ଦ୍ର ପ୍ରଧାନ କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ -ଅଶ୍ୱିନୀ ବୈଷ୍ଣବ #କଟକ(ଏନ୍.ଏମ୍.): ପବିତ୍ର ଶ୍ରୀରାମ ନବମୀ ଅବସରରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି…
