କୋଣାର୍କ ମନ୍ଦିରରେ ୨୭୧ଜଣ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ମାମଲା; କେନ୍ଦ୍ର ସରକାର, ଏଏସଆଇ, ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ୍
କୋଣାର୍କ ମନ୍ଦିରରେ ୨୭୧ଜଣ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ମାମଲା କେନ୍ଦ୍ର ସରକାର, ଏଏସଆଇ, ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ୍ #କୋଣାର୍କ (ଏନ୍.ଏମ୍.): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଫଟୋ ଉଠାଇ ପେଟ ପୋଷୁଥିବା ପ୍ରାୟ ୨୫୦ ଫଟୋଗ୍ରାଫର ଙ୍କୁ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନୂଆ ଗାଇଡଲାଇନ୍ ଅନୁଯାୟୀ ମନ୍ଦିର ପରିସର ମଧ୍ୟକୁ ବାରଣ କରିବାକୁ ନେଇ ଏକ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର,ଏଏସଆଇ ଡିଜି,ଏଏସଆଇ ପୁରୀ ସର୍କଲର ଅଧିକ୍ଷକ,…
