Nishkarsha

ବେଆଇନ କାଠ କୋଇଲା ଜବତ

ବେଆଇନ କାଠ କୋଇଲା ଜବତ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ଜଙ୍ଗଲରେ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ବନ କର୍ମଚାରୀ ମାନେ ୬ ବସ୍ତା ପ୍ରାୟ ୧୫୦କିଗ୍ରା କାଠ କୋଇଲା ଜବତ କରିଛନ୍ତି । ବନପାଳ ଲମ୍ବୋଦର ନାୟକ ଓ ବନରକ୍ଷୀ ରୂପାଲି ପୃଷ୍ଟି ନିୟମିତ ପେଟ୍ରୋଲିଂରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ଗଚ୍ଛିତ ରଖାଯାଇଥିବା କାଠ କୋଇଲା ଗୁଡ଼ିକ ଜବତ କରିଥିଲେ । ତେବେ ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ବନାଞ୍ଚଳ କେସ…

Read More

ମହିଳା ଆଇନଜୀବୀଙ୍କ ଦ୍ୱାରା ଆଇନଜୀବୀ ଦିବସ

ମହିଳା ଆଇନଜୀବୀଙ୍କ ଦ୍ୱାରା ଆଇନଜୀବୀ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.) : ମଧୁ ବାବୁ ବହୁ ପ୍ରତିଭାର ଅଧିକାରୀ ଥିବା ସହ ଓଡ଼ିଆ ଲୋକଙ୍କ ଉନ୍ନତି ପାଇଁ ତାଙ୍କର ଦୂର ଦୃଷ୍ଟିଥିଲା । ମହିଳା ଓ ପୁରୁଷ କିପରି ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସ୍ୱାବଲମ୍ବି ହୋଇପାରିବେ ସେଥିପାଇଁ ସର୍ବଦା ଉଦ୍ୟମ କରୁଥିଲେ ବୋଲି ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତି, ଆଇନଜୀବୀ…

Read More

ଅନ୍ନପୂର୍ଣ୍ଣା ଥିଏଟରରେ ମନମୋହିଲା ନାଟକ ‘କାହାକୁ କହିବା ଶିକ୍ଷିତ’

ଅନ୍ନପୂର୍ଣ୍ଣା ଥିଏଟରରେ ମନମୋହିଲା ନାଟକ ‘କାହାକୁ କହିବା ଶିକ୍ଷିତ’ #କଟକ(ଏନ୍‌.ଏମ୍‌.): ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘କାହାକୁ କହିବି ଶିକ୍ଷିତ’ନାଟକ ମଞ୍ଚସ୍ଥ ହୋଇଯାଇଛି । ସାମ୍ବାଦିକ ଆଲୋକ ନାୟକଙ୍କ ରଚିତ ଏହି ନାଟକରେ ହେମନ୍ତ କୁମାର ଦାଶ ନିର୍ଦ୍ଦେଶନା ଦେଇଥିଲାବେଳେ ବିନୟ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷିତ ବୋଲି କାହାକୁ କହିବା ଏହି ପ୍ରଶ୍ନ ଆଧାରରେ ନାଟକଟି ଗତିଶୀଳ ହୋଇଥିଲା । ପୁଅକୁ ମଣିଷ କରିବା ପାଇଁ ବାପ ଜୀବନରେ…

Read More

ବ୍ୟାଟରଙ୍କ ଧମାକା: ୫୬ରନରେ ହାରିଲା ପଞ୍ଜାବ: ଆଇପିଏଲରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର

ବ୍ୟାଟରଙ୍କ ଧମାକା: ୫୬ରନରେ ହାରିଲା ପଞ୍ଜାବ: ଆଇପିଏଲରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର #ମୋହାଲି(ଏନ୍‍.ଏମ୍‍.): ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଜରିଆରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ୨୫୭ରନ ସଂଗ୍ରହ କରିପାରିଛି । ଏଥିସହିତ ଏଲଏସଜି ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫୬ରନରରେ ପରାସ୍ତ କରିଛି । ୨୫୮ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶିଖର ଧୱନଙ୍କ ପଞ୍ଜାବ ଦଳ ପ୍ରଥମ ଦୁଇଟି ୱିକେଟ ସହଳ ହରାଇଥିଲେ ମଧ୍ୟ ଅଥର୍ବ ତାଡ଼େ…

Read More

ଜଗତପୁର ଓକିଲ ସଂଘ ପକ୍ଷରୁ କୁଳବୁଦ୍ଧ ମଧୁବାବୁଙ୍କ ଜୟନ୍ତୀ

ଜଗତପୁର ଓକିଲ ସଂଘ ପକ୍ଷରୁ କୁଳବୁଦ୍ଧ ମଧୁବାବୁଙ୍କ ଜୟନ୍ତୀ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଓକିଲ ସଂଘ ତରଫରୁ ମଧୁବାବୁଙ୍କ ଜୟନ୍ତି ଉତ୍ସବ ସଂଘ ସଭାଗୃହରେ ପୀତବାସ ସାହୁଙ୍କର ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ଗୋଲେଇଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ଓକିଲମାନେ ବାହାରି ମଧୁବାବୁଙ୍କ ଜନ୍ମସ୍ଥାନ ପାଗା ସତ୍ୟଭାମା ପୁର ପର୍ଯ୍ୟନ୍ତ ଯାଇଥିଲେ । ସନ୍ଧ୍ୟା ସମୟରେ ଆୟୋଜିତ ସଭାରେ କଟକ…

Read More

ମଧୁସ୍ମୃତି ସଂସ୍ଥାନ ପକ୍ଷରୁ ମଧୁ ଜୟନ୍ତୀ

ମଧୁସ୍ମୃତି ସଂସ୍ଥାନ ପକ୍ଷରୁ ମଧୁ ଜୟନ୍ତୀ #କଟକ (ଏନ୍‌.ଏମ୍‌.): କଟକ ମଧୁସୂଦନ ସଂଗ୍ରହାଳୟ ଠାରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ମଧୁ ସ୍ମୃତି ସଂସ୍ଥାନ ଦ୍ୱାରା ଓ ଜିଲ୍ଲା ପ୍ରଶାସନର ସହାୟତାରେ ଆୟୋଜିତ ହୋଇ ଯାଇଛି । ମୁଖ୍ୟ ଉପଦେଷ୍ଟା ଅକ୍ଷୟ କୁମାର ଦାସ, ସ୍ଥାନୀୟ କର୍ପୋରେଟର ଲିଜାରାଣୀ ରାଉତ ଓ ବସନ୍ତ କୁମାର ବେହେରା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ‘ମଧୁବାବୁ ଓ ଆଜିର ଓଡ଼ିଶା’ ସମ୍ପର୍କରେ ଏକ ସଭାର ଆୟୋଜନ…

Read More

ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ

ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଜ୍ଞାନ ଯେତେ ଅଗ୍ରଗତି କରୁଛ ଜନସାଧାରଣଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ସେତେ ଜୋର ଧରୁଛି । ଫଳରେ ବହୁ ଲୁଟେରା ବାବା ରୂପରେ ବାକ୍‌ଚାତୁରୀ ବ୍ୟବହାର କରି ଲୁଟପାଟ କରୁଥିବା ଦେଖିବାକୁ ମିଳିଛି । ତେବେ କଟକ ଭଳି ଏକ ଉନ୍ନତ ସହରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ଲୁଟର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ବାବା…

Read More

ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ

ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ #ଜୟପୁର(ଏନ୍‍.ଏମ୍‍.): ଆଇପିଏଲର ଏହି ସଂସ୍କରଣରେ କ୍ରମାଗତ ଦୁଇଟି ମ୍ୟାଚରେ ପରାସ୍ତ ହେବାପରେ ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୩୨ରନରେ ବିଜୟୀ ହୋଇ ପଏଣ୍ଟ ଟେବଲର ଶୀର୍ଷକୁ ଫେରିଛି । ଏହି ମ୍ୟାଚରେ ରାଜସ୍ଥାନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି । ଆହୁରି ମଧ୍ୟ ଚଳିତ ଆଇପିଏଲ୍ରେ ରାଜସ୍ଥାନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚେନ୍ନାଇକୁ ପରାସ୍ତ କରିବାରେ ସଫଳ ହୋଇଛି । ଏହି ମ୍ୟାଚରେ…

Read More

“ଗୋପବନ୍ଧୁ ସେବା ସଂଗଠନ’ ପକ୍ଷରୁ ତ୍ରିଲୋଚନ କାନୁନଗୋଙ୍କ ଶ୍ରଦ୍ଧାଞ୍ଜଳି ସଭା

“ଗୋପବନ୍ଧୁ ସେବା ସଂଗଠନ’ ପକ୍ଷରୁ ତ୍ରିଲୋଚନ କାନୁନଗୋଙ୍କ ଶ୍ରଦ୍ଧାଞ୍ଜଳି ସଭା #ଜଗତପୁର(ଏନ୍‌.ଏମ୍‌.): କଟକ ପୌରପାଳିକାର ପୂର୍ବତନ ଚେୟାରମ୍ୟାନ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଓଡିଶା ଅର୍ଥ କମିଶନର ପ୍ରାକ୍ତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନଗୋଙ୍କ ପରଲୋକରେ “ଗୋପବନ୍ଧୁ ସେବା ସଂଗଠନ’ ପକ୍ଷରୁ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଜଗତପୁର ୪୯ନମ୍ବର ୱାର୍ଡ ସ୍ଥିତ ଉତ୍କଳମଣି ଶିଶୁ ଉଦ୍ୟାନ ପ୍ରାଙ୍ଗଣରେ ଡ. ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ…

Read More

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା #କଟକ(ଏନ୍‌.ଏମ୍‌.): କଟକ ରେଳବାଇ ଏସପି (ଏସଆରପି) ସୁନିଲ କୁମାର ଆଚାର୍ଯ୍ୟଙ୍କ ବିରୋଧରେ କିଛି ଖଳ ପ୍ରକୃତର କର୍ମଚାରୀ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରିବା ଭଳି ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ଆସୋସିଏସନ ସଂଗୀନ ଅଭିଯୋଗ ଆଣିଛି । ସଂଘର ସଭାପତି ମାନସ କୁମାର ବାରିକ, ସମ୍ପାଦକ ରଜନୀକାନ୍ତ ବିଶ୍ୱାଳ ଆଜି ଏକ ସାମ୍ବାଦିକ…

Read More

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ସମଗ୍ର ବିଶ୍ୱ ଯେଉଁ ପ୍ରଭୁଙ୍କୁ ପୂଜା କରୁଛି ତାଙ୍କର ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଏପ୍ରେଲ ୩ ତାରିଖ, ୨୦୧୮ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ ଅନୁଧ୍ୟାନକାରୀ ଦଳ ଧଳା ଲୁଗା ପିନ୍ଧି ଅରୁଆ ଖାଇ କୂଅରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କଲେ ରତ୍ନଭଣ୍ଡାର…

Read More

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ #ବଡ଼ମ୍ବା(ଏନ୍‌.ଏମ୍‌.): ରାଜ୍ୟସରକାର ୫ଟି ମାଧ୍ୟମରେ ଜନହିତକର କାର୍ଯ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବାବେଳେ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ସରକାରୀ ଯୋଜନା ଦିଗହରା ହେଉଛି । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଲାଞ୍ଚ ଭଳି ବେଆଇନ ରୋଜଗାର ପଛରେ ପଡ଼ିଛନ୍ତି ବହୁ ଅଧିକାରୀ । ରାତାରାତି କୋଟିପତି ପାଲଟିଯିବା ନିଶାରେ ବହୁ ଅନିୟମିତତା କରିବାକୁ ପଛାଉ ନାହାନ୍ତି ଏହି ଅସାଧୁ ଅଧିକାରୀ…

Read More