ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ
ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ ଭାବ ବିହ୍ୱଳ ହୋଇ ପଡ଼ିଲେ ଦୀପାଳି, କହିଲେ ମୋ’ ବାପା ଫେରିଛନ୍ତି #ଝାରସୁଗୁଡ଼ା(ଏନ୍.ଏମ୍.): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟଣାଇ ପ୍ରକାଶ ପାଇଛି ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ । ଏଥିରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୭୨୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ…
