କଟକରେ ରଥ ଯାତ୍ରା ପ୍ରସ୍ତୁତି ନିରୀକ୍ଷଣ କଲେ ସିଏମସି ମେୟର ଓ କମିଶନର
କଟକରେ ରଥ ଯାତ୍ରା ପ୍ରସ୍ତୁତି ନିରୀକ୍ଷଣ କଲେ ସିଏମସି ମେୟର ଓ କମିଶନର #କଟକ(ଏନ୍.ଏମ୍.): କଟକ ସହରରେ ଶ୍ରୀଗୁଣ୍ଡିଚା ପରିପ୍ରେକ୍ଷୀରେ ପବିତ୍ର ରଥ ନେଇ ବିଭିନ୍ନ ଦିଗରୁ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ରଥ ତିଆରି ଚାଲିଛି ତ ଆଉ କେଉଁଠି ନୀତିକାନ୍ତି ନେଇ ଆଲୋଚନା । ଏହି ପରିପ୍ରେକ୍ଷୀରେ ସିଏମସି ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ନିରୀକ୍ଷଣ କରାଯାଇଛି । ଆଜି ସନ୍ଧ୍ୟା ୫ଟା ସମୟରେ ମେୟର ସୁବାସ ସିଂହ ଓ କମିଶନର ନିଖିଲ…
